ପଞ୍ଜାବ, ଭାରତ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପଞ୍ଜାବ
ਪੰਜਾਬ
ରାଜ୍ୟ
Official seal of ପଞ୍ଜାବ
Seal
ଭାରତରେ ପଞ୍ଜାବର ଅବସ୍ଥାନ
ଭାରତରେ ପଞ୍ଜାବର ଅବସ୍ଥାନ
ପଞ୍ଜାବର ମାନଚିତ୍ର
ପଞ୍ଜାବର ମାନଚିତ୍ର
Coordinates (ଚଣ୍ଡୀଗଡ଼): 30°47′N 76°47′E / 30.79°N 76.78°E / 30.79; 76.78Coordinates: 30°47′N 76°47′E / 30.79°N 76.78°E / 30.79; 76.78
ଦେଶ  ଭାରତ
ସ୍ଥାପନ ୧ ଜାନୁଆରୀ ୧୯୬୬
ରାଜଧାନୀ ଚଣ୍ଡୀଗଡ଼
ବୃହତ୍ତମ ନଗର ଲୁଧିଆନା
ଜିଲ୍ଲା ସଂଖ୍ୟା ୨୨
Government
 • ରାଜ୍ୟପାଳ ଜି. ନିଶ
 • ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
 • ନ୍ୟାୟପାଳିକା ଏକ ନ୍ୟାୟପାଳିକା (୧୧୭ ଆସନ)
କ୍ଷେତ୍ରଫଳ
 • Total  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
Area rank ୧୯ଶ
Population (୨୦୧୧)
 • ଘନତା /km2 (1,400/sq mi)
IST (UTC+୦୫:୩୦)
ISO 3166 code IN-PB
HDI increase ୦.୬୭୯ (ମଧ୍ୟମ)
HDI କ୍ରମାଙ୍କ ୯ମ(୨୦୦୫)
ସାକ୍ଷରତା ୭୬.୬୮%
ସରକାରୀ ଭାଷା ପଞ୍ଜାବୀ
ୱେବସାଇଟ punjabgovt.nic.in


ପଞ୍ଜାବ ଭାରତର ଉତ୍ତର-ପଶ୍ଚିମରେ ଥିବା ଏକ ରାଜ୍ୟ ଅଟେ ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଭାଷା ଓ ସାହିତ୍ୟ[ସମ୍ପାଦନା]

ଖେଳ[ସମ୍ପାଦନା]

ପିସିଏ ଷ୍ଟାଡ଼ିୟମ, ଅଜିତଗଡ

କବାଡି (ବୃତ୍ତ ଶୈଳୀ), ପଞ୍ଜାବର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏକ ଖେଳ, ଯାହା ପରେ ରାଜ୍ୟ ଖେଳର ସମ୍ମାନ ପାଇଥିଲା ।[୧][୨] ହକି ମଧ୍ୟ ରାଜ୍ଯର ଏକ ଲୋକପ୍ରିୟ ଖେଳ ।[୩] କିଲ୍ଲା ରାୟପୁର ଖେଳ ଉତ୍ସବ,ଯାହା ଗ୍ରାମ ଅଲିମ୍ପିକ୍‌ସ ଭାବେ ଜଣାଶୁଣା, ବର୍ଷକେ ଥରେ ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ ଅନିଷ୍ଠିତ ହୁଏ । ଏଠାରେ ମୁଖ୍ୟତଃ ପଞ୍ଜାବୀ ଗ୍ରାମାଞ୍ଚଳ ଖେଳ ଅନୁଷ୍ଠିତ ହୁଏ, ଯଥା; ବଳଦ ଟଣା, ଦୁଡି ଭିଦା, ପ୍ରଭୃତି । ପଞ୍ଜାବ ସରକାର ବିଶ୍ୱ କବାଡି ଲିଗର ଆୟୋଜନ କର୍ତ୍ତା ।[୪][୫] ଏଥିରେ ଆର୍ଜେଣ୍ଟିନା, କାନାଡା, ଡେନମାର୍କ]], ଇଂଲଣ୍ଡ, ଭାରତ, କେନିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଏରା ଲିଓନ୍, ସ୍ପେନଆମେରିକା, ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ ।

ପଞ୍ଜାବରେ ମଧ୍ୟ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମ, ଗୁରୁ ନାନ‌କ ଷ୍ତାଡ଼ିୟମ, ପଞ୍ଜାବ କ୍ରିକେଟ ଆସୋସିଏସନ ଆଇ ଏସ୍ ବିନ୍ଦ୍ରା ଷ୍ଟାଡ଼ିୟମ, ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ଗାନ୍ଧି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଷ୍ଟାଡ଼ିୟମସୁରଜିତ ହକି ଷ୍ଟାଡ଼ିୟମ, ପ୍ରଭୃତି ରହିଛି ।


ପର୍ଯ୍ୟଟନ[ସମ୍ପାଦନା]

ପଞ୍ଜାବରେ ପର୍ଯ୍ୟଟନ କ‌ହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ ।[୬] ଉଦାହରଣ ସ୍ୱରୂପ ସିନ୍ଧୁ ଉପତ୍ୟାକା ସଭ୍ୟତାର ବିଭିନ୍ନ ସ୍ଥାନ, ବାଥିଣ୍ଡର ଦୁର୍ଗ, କାପୁରଥାଲା, ପଟିଆଲାଚଣ୍ରଡିଗଡର କୀର୍ତ୍ତି, ଓ ଆଧୁନିକ ରାଜଧାନୀ ଲି କୋର୍ବୁସିଅର[୭] ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର ଲୋନ୍ଲି ପ୍ଲାନେଟର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା ।[୮] ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବ‌ହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି । ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସ‌ହର ଶ୍ରୀ ଆନନ୍ଦପୁର ସାହିବ, ଯେଉଁଠିକୁ ବ‌ହୁ ପର୍ଯ୍ୟଟକ ବୀରାସତ-ଇ-ଖାଲ୍‌ସାହୋଲା ମୋହଲା ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି ।[୯][୧୦][୧୧] ପଠାଙ୍କୋଟର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ ।

ଆଧାର[ସମ୍ପାଦନା]

  1. "Circle Style Kabaddi in a new avatar - World-wide Kabaddi League". http://www.afaqs.com/news/company_briefs/?id=57212_Circle+Style+Kabaddi+in+a+new+avatar+-+World-wide+Kabaddi+League. 
  2. "Kabaddi player alleges Punjab Police pushed him into drugs". http://www.tribuneindia.com/news/sport/kabaddi-player-alleges-punjab-police-pushed-him-into-drugs/99617.html. 
  3. "Punjab women enter semifinals of National Hockey Championship". http://www.hindustantimes.com/chandigarh/punjab-women-enter-semifinals-of-national-hockey-championship/article1-1343137.aspx. 
  4. "World Kabaddi League announces team franchise names and logos". http://www.firstpost.com/sports/world-kabaddi-league-announces-team-franchise-names-logos-1634393.html. 
  5. "the World Kabaddi League (WKL) was launched with the promoters — Punjab Deputy Chief Minister Sukhbir Singh Badal is the president of the league while former India hockey captain Pargat Singh is the league commissioner — unveiling the eight teams, their owners and marquee players.". http://www.thehindu.com/sport/other-sports/world-kabaddi-league-launched/article6246251.ece. 
  6. "World Heritage Day: 8 places to visit in Punjab". http://www.hindustantimes.com/chandigarh/world-heritage-day-places-to-visit-in-punjab/article1-1338517.aspx. 
  7. Punjab. Mapsofindia.com. Retrieved on 2012-01-18.
  8. Lonely Planet tips Mumbai as a must-see destination in 2008. ptinews.com. 9 November 2007
  9. "Pictures displayed at media centre attract visitors to 'Kila Raipur' games". http://www.hindustantimes.com/ludhiana/pictures-displayed-at-media-centre-attract-visitors-to-kila-raipur-games/article1-1179480.aspx. 
  10. "Kila Raipur sports festival begins today". http://indianexpress.com/article/cities/ludhiana/kila-raipur-sports-festival-begins-today/. 
  11. "Kila Raipur sports festival concludes". http://www.tribuneindia.com/news/punjab/community/kila-raipur-sports-festival-concludes/36826.html. 

ଅଧିକ ତଥ୍ୟ[ସମ୍ପାଦନା]