ପଞ୍ଜାବ, ଭାରତ

ଉଇକିପିଡ଼ିଆ‌ରୁ
ପଞ୍ଜାବ

ਪੰਜਾਬ
ର ସରକାରୀ ମୋହର ପଞ୍ଜାବ
ମୋହର
ଭାରତରେ ପଞ୍ଜାବର ଅବସ୍ଥାନ
ଭାରତରେ ପଞ୍ଜାବର ଅବସ୍ଥାନ
ପଞ୍ଜାବର ମାନଚିତ୍ର
ପଞ୍ଜାବର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧ ଜାନୁଆରୀ ୧୯୬୬
ରାଜଧାନୀଚଣ୍ଡୀଗଡ଼
ବୃହତ୍ତମ ନଗରଲୁଧିଆନା
ଜିଲ୍ଲା ସଂଖ୍ୟା୨୨
ସରକାର
 • ରାଜ୍ୟପାଳଜି. ନିଶ
 • ମୁଖ୍ୟମନ୍ତ୍ରୀcaptain amerandra singh
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୧୧୭ ଆସନ)
କ୍ଷେତ୍ରଫଳ
 • ମୋଟ50362 km2 (19,445 sq mi)
କ୍ଷେତ୍ରଫଳ କ୍ରମାଙ୍କ୧୯ଶ
ଜନସଂଖ୍ୟା
 (୨୦୧୧)
 • ମୋଟ୨,୭୭,୦୪,୨୩୬
 • ଘନତା550/km2 (1,400/sq mi)
ସମୟ ମଣ୍ଡଳUTC+୦୫:୩୦ (IST)
ISO 3166 codeIN-PB
HDIIncrease ୦.୬୭୯ (ମଧ୍ୟମ)
HDI କ୍ରମାଙ୍କ୯ମ(୨୦୦୫)
ସାକ୍ଷରତା୭୬.୬୮%
ସରକାରୀ ଭାଷାପଞ୍ଜାବୀ
ୱେବସାଇଟpunjabgovt.nic.in


ପଞ୍ଜାବ ଭାରତର ଉତ୍ତର-ପଶ୍ଚିମରେ ଥିବା ଏକ ରାଜ୍ୟ

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଭାଷା ଓ ସାହିତ୍ୟ[ସମ୍ପାଦନା]

ଖେଳ[ସମ୍ପାଦନା]

ପିସିଏ ଷ୍ଟାଡ଼ିୟମ, ଅଜିତଗଡ

କବାଡି (ବୃତ୍ତ ଶୈଳୀ), ପଞ୍ଜାବର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏକ ଖେଳ, ଯାହା ପରେ ରାଜ୍ୟ ଖେଳର ସମ୍ମାନ ପାଇଥିଲା ।[୧][୨] ହକି ମଧ୍ୟ ରାଜ୍ଯର ଏକ ଲୋକପ୍ରିୟ ଖେଳ ।[୩] କିଲ୍ଲା ରାୟପୁର ଖେଳ ଉତ୍ସବ,ଯାହା ଗ୍ରାମ ଅଲିମ୍ପିକ୍‌ସ ଭାବେ ଜଣାଶୁଣା, ବର୍ଷକେ ଥରେ ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ ଅନିଷ୍ଠିତ ହୁଏ । ଏଠାରେ ମୁଖ୍ୟତଃ ପଞ୍ଜାବୀ ଗ୍ରାମାଞ୍ଚଳ ଖେଳ ଅନୁଷ୍ଠିତ ହୁଏ, ଯଥା; ବଳଦ ଟଣା, ଦୁଡି ଭିଦା, ପ୍ରଭୃତି । ପଞ୍ଜାବ ସରକାର ବିଶ୍ୱ କବାଡି ଲିଗର ଆୟୋଜନ କର୍ତ୍ତା ।[୪][୫] ଏଥିରେ ଆର୍ଜେଣ୍ଟିନା, କାନାଡା, ଡେନମାର୍କ]], ଇଂଲଣ୍ଡ, ଭାରତ, କେନିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଏରା ଲିଓନ୍, ସ୍ପେନଆମେରିକା, ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ ।

ପଞ୍ଜାବରେ ମଧ୍ୟ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମ, ଗୁରୁ ନାନ‌କ ଷ୍ତାଡ଼ିୟମ, ପଞ୍ଜାବ କ୍ରିକେଟ ଆସୋସିଏସନ ଆଇ ଏସ୍ ବିନ୍ଦ୍ରା ଷ୍ଟାଡ଼ିୟମ, ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ଗାନ୍ଧି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଷ୍ଟାଡ଼ିୟମସୁରଜିତ ହକି ଷ୍ଟାଡ଼ିୟମ, ପ୍ରଭୃତି ରହିଛି ।


ପର୍ଯ୍ୟଟନ[ସମ୍ପାଦନା]

ପଞ୍ଜାବରେ ପର୍ଯ୍ୟଟନ କ‌ହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ ।[୬] ଉଦାହରଣ ସ୍ୱରୂପ ସିନ୍ଧୁ ଉପତ୍ୟାକା ସଭ୍ୟତାର ବିଭିନ୍ନ ସ୍ଥାନ, ବାଥିଣ୍ଡର ଦୁର୍ଗ, କାପୁରଥାଲା, ପଟିଆଲାଚଣ୍ରଡିଗଡର କୀର୍ତ୍ତି, ଓ ଆଧୁନିକ ରାଜଧାନୀ ଲି କୋର୍ବୁସିଅର[୭] ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର ଲୋନ୍ଲି ପ୍ଲାନେଟର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା ।[୮] ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବ‌ହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି । ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସ‌ହର ଶ୍ରୀ ଆନନ୍ଦପୁର ସାହିବ, ଯେଉଁଠିକୁ ବ‌ହୁ ପର୍ଯ୍ୟଟକ ବୀରାସତ-ଇ-ଖାଲ୍‌ସାହୋଲା ମୋହଲା ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି ।[୯][୧୦][୧୧] ପଠାଙ୍କୋଟର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ ।

ଆଧାର[ସମ୍ପାଦନା]

  1. "Circle Style Kabaddi in a new avatar - World-wide Kabaddi League".
  2. "Kabaddi player alleges Punjab Police pushed him into drugs".
  3. "Punjab women enter semifinals of National Hockey Championship".
  4. "World Kabaddi League announces team franchise names and logos".
  5. "the World Kabaddi League (WKL) was launched with the promoters — Punjab Deputy Chief Minister Sukhbir Singh Badal is the president of the league while former India hockey captain Pargat Singh is the league commissioner — unveiling the eight teams, their owners and marquee players".
  6. "World Heritage Day: 8 places to visit in Punjab".
  7. Punjab. Mapsofindia.com. Retrieved on 2012-01-18.
  8. Lonely Planet tips Mumbai as a must-see destination in 2008. ptinews.com. 9 November 2007
  9. "Pictures displayed at media centre attract visitors to 'Kila Raipur' games".
  10. "Kila Raipur sports festival begins today".
  11. "Kila Raipur sports festival concludes".

ଅଧିକ ତଥ୍ୟ[ସମ୍ପାଦନା]