Jump to content

ସତ୍ୟ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Satya Patnaikରୁ ଲେଉଟି ଆସିଛି)
ସତ୍ୟ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନସତ୍ୟ ପଟ୍ଟନାୟକ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଚିତ୍ରମେଘର ଚିଠି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨[]

ସତ୍ୟ ପଟ୍ଟନାୟକ ଜଣେ ଓଡ଼ିଆ ଗୀତିକବି । ୨୦୧୨ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଚିତ୍ରମେଘର ଚିଠି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରଚନାବଳୀ

[ସମ୍ପାଦନା]
  • ଚିତ୍ରମେଘର ଚିଠି (ଗୀତିକବିତା)[]
  • ଗୀତରୁତୁର ଗାଁ
  • କାକଜ୍ୟୋତ୍ସ୍ନାର କାବ୍ୟ (୨୦୧୬)
  • ଓଡ଼ିଆ କାବ୍ୟକବିତାରେ ପୁଷ୍ପଚେତନା
  • ପୁଷ୍ପ ସଂପ୍ରୀତି କବିଦୃଷ୍ଟି (୧୯୯୫)[]

ପୁରସ୍କାର

[ସମ୍ପାଦନା]
  1. "୨୦୦୯, ୨୦୧୦, ୨୦୧୧ ମସିହାରେ ପ୍ରକାଶିତ ୨୦୧୨ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକାବଳୀ ଓ ଲେଖକବୃନ୍ଦ" (PDF). ସୂଚନା ଓଡ଼ିଶା ୨୦୧୮: ୧୩୭. 2018. Archived from the original (PDF) on 28 July 2022. Retrieved 28 July 2022.
  3. "Puspa Sampriti Kabidrusti (S Patnaik, 1995) p.pdf". Google Docs. Retrieved 2024-09-30.