Jump to content

ଜୁନ

ଉଇକିପିଡ଼ିଆ‌ରୁ
(Juneରୁ ଲେଉଟି ଆସିଛି)
୧୦ ୧୧ ୧୨ ୧୩ ୧୪ ୧୫
୧୬ ୧୭ ୧୮ ୧୯ ୨୦ ୨୧ ୨୨
୨୩ ୨୪ ୨୫ ୨୬ ୨୭ ୨୮ ୨୯
୩୦  


ଜୁନ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଷଷ୍ଠ ମାସ ଯାହକି ୩୦ ଦିନ ବିଶିଷ୍ଟ । ରୋମାନ ଦେବତା 'ଜୁନୋ'ଙ୍କ ନାମରେ ଜୁନ ମାସର ନାମକରଣ କରାଯାଇଛି ।[]

ଭୌଗୋଳିକ ମହତ୍ତ୍ୱ

[ସମ୍ପାଦନା]

ଉତ୍ତର ଗୋଲାର୍ଦ୍ଧରେ ପାରମ୍ପାରିକ (ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ) ଗ୍ରୀଷ୍ମର ଆରମ୍ଭ ୨୧ ଜୁନରୁ ହେଉଥିବା ବେଳେ (ପାଣିପାଗ ବିଜ୍ଞାନ ଜନିତ ଗ୍ରୀଷ୍ମ ୧ ଜୁନ୍ରୁ ଆରମ୍ଭ ହୁଏ), ଦକ୍ଷିଣ ଗୋଲାର୍ଦ୍ଧରେ, ଜୁନ୍ ୧ରୁ ପାଣିପାଗ ବିଜ୍ଞାନ ଜନିତ ଶୀତ ଋତୁ ଆରମ୍ଭ ହୋଇଥାଏ ।[]

ଜ୍ୟୋର୍ତୀର୍ବିଜ୍ଞାନ ଅନୁସାରେ ଜୁନ୍ ଆରମ୍ଭରେ, ସୂର୍ଯ୍ୟ ବୃଷ ରାଶିରେ ଉଦୟ ହୁଅନ୍ତି ଏବଂ ଜୁନ୍ ଶେଷ ଭାଗରେ, ମିଥୁନ ରାଶିରେ ସୂର୍ଯ୍ୟ ଉଦୟ ହୁଅନ୍ତି ।

ଉତ୍ତର ଗୋଲାର୍ଦ୍ଧରେ ଜୁନ ୨୧ ହେଉଛି ବର୍ଷର ବୃହତ୍ତମ ଦିନ ।[]

ପାଳିତ ଦିବସ

[ସମ୍ପାଦନା]
  1. DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 9 February 2022.{{cite web}}: CS1 maint: numeric names: authors list (link)
  2. Holidays and Lore, Spells, Rituals and Meditations ISBN 978-0-738-72159-0 p. 111
  3. "Why is June 21 the Longest Day for Global North? Science Behind Summer Solstice and Earth's Changing Seasons | The Weather Channel - Articles from The Weather Channel | weather.com". The Weather Channel (in Indian English). Retrieved 9 February 2022.
  4. "International Children's Day: Become a Child Advocate!". www.compassion.com (in ଇଂରାଜୀ). Retrieved 9 February 2022.