ଜୁନ
ଦେଖଣା
<< | ଜୁନ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | |||||
୨୦୨୫ |
ଜୁନ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଷଷ୍ଠ ମାସ ଯାହକି ୩୦ ଦିନ ବିଶିଷ୍ଟ । ରୋମାନ ଦେବତା 'ଜୁନୋ'ଙ୍କ ନାମରେ ଜୁନ ମାସର ନାମକରଣ କରାଯାଇଛି ।[୧]
ଭୌଗୋଳିକ ମହତ୍ତ୍ୱ
[ସମ୍ପାଦନା]ଉତ୍ତର ଗୋଲାର୍ଦ୍ଧରେ ପାରମ୍ପାରିକ (ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ) ଗ୍ରୀଷ୍ମର ଆରମ୍ଭ ୨୧ ଜୁନରୁ ହେଉଥିବା ବେଳେ (ପାଣିପାଗ ବିଜ୍ଞାନ ଜନିତ ଗ୍ରୀଷ୍ମ ୧ ଜୁନ୍ରୁ ଆରମ୍ଭ ହୁଏ), ଦକ୍ଷିଣ ଗୋଲାର୍ଦ୍ଧରେ, ଜୁନ୍ ୧ରୁ ପାଣିପାଗ ବିଜ୍ଞାନ ଜନିତ ଶୀତ ଋତୁ ଆରମ୍ଭ ହୋଇଥାଏ ।[୨]
ଜ୍ୟୋର୍ତୀର୍ବିଜ୍ଞାନ ଅନୁସାରେ ଜୁନ୍ ଆରମ୍ଭରେ, ସୂର୍ଯ୍ୟ ବୃଷ ରାଶିରେ ଉଦୟ ହୁଅନ୍ତି ଏବଂ ଜୁନ୍ ଶେଷ ଭାଗରେ, ମିଥୁନ ରାଶିରେ ସୂର୍ଯ୍ୟ ଉଦୟ ହୁଅନ୍ତି ।
ଉତ୍ତର ଗୋଲାର୍ଦ୍ଧରେ ଜୁନ ୨୧ ହେଉଛି ବର୍ଷର ବୃହତ୍ତମ ଦିନ ।[୩]
ପାଳିତ ଦିବସ
[ସମ୍ପାଦନା]- ଜୁନ ୧: ଅନ୍ତଃରାଷ୍ଟ୍ରୀୟ ବାଳ ଦିବସ[୪]
- ଜୁନ ୧: ବିଶ୍ୱ ଦୁଗ୍ଧ ଦିବସ
- ଜୁନ ୨: ବିଶ୍ୱ ବାଇସାଇକେଲ ଦିବସ
- ଜୁନ ୫ :ବିଶ୍ୱ ପରିବେଶ ଦିବସ
- ଜୁନ ତୃତୀୟ ରବିବାର: ପିତୃ ଦିବସ
ଆଧାର
[ସମ୍ପାଦନା]- ↑ DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 9 February 2022.
{{cite web}}
: CS1 maint: numeric names: authors list (link) - ↑ Holidays and Lore, Spells, Rituals and Meditations ISBN 978-0-738-72159-0 p. 111
- ↑ "Why is June 21 the Longest Day for Global North? Science Behind Summer Solstice and Earth's Changing Seasons | The Weather Channel - Articles from The Weather Channel | weather.com". The Weather Channel (in Indian English). Retrieved 9 February 2022.
- ↑ "International Children's Day: Become a Child Advocate!". www.compassion.com (in ଇଂରାଜୀ). Retrieved 9 February 2022.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |