ମୁଜାଗଡ଼, ଗଞ୍ଜାମ

ଉଇକିପିଡ଼ିଆ ରୁ
Jump to navigation Jump to search
ମୁଜାଗଡ
ଗ୍ରାମ
Mujagada UP School.jpg
ମୁଜାଗଡ is located in ଓଡ଼ିଶା
ମୁଜାଗଡ
ମୁଜାଗଡ
Location in Odisha, India
ଅବସ୍ଥିତି: 19°04′N 84°35′E / 19.06°N 84.58°E / 19.06; 84.58Coordinates: 19°04′N 84°35′E / 19.06°N 84.58°E / 19.06; 84.58
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
ଉଚ୍ଚତା13 m (43 ft)
ଜନସଂଖ୍ୟା (2011)
ଭାଷା
 • ସରକାରୀଓଡ଼ିଆ
IST (UTC+5:30)
ଗାଡ଼ି ପଞ୍ଜିକରଣOR-07

ମୁଜାଗଡ଼, ଗଞ୍ଜାମ ଜିଲ୍ଲାର ଗ୍ରାମ ପଞ୍ଚାୟତ ଅଧୀନ ଏକ ଛୋଟ ଗ୍ରାମ । ଏହାର ଅଧିକାଂଶ ଅଧିବାସୀ କୃଷକ ତଥା ଆଦିବାସି ସଂପ୍ରଦାୟର । ଗ୍ରାମର ଘର ଗୁଡ଼ିକ ସାଧାରଣତଃ ବାଉଁଶ ଆଉ ଛଣରେ ଗଠନ ହେଇଛି । ଘରର କାନ୍ଥ ଗୁଡ଼ିକୁ ସାଧାରଣତଃ ଗୋବରରେ ଲିପାଯାଇଥାଏ । ଏହି ଗ୍ରାମର ଲୋକମାନେ କୃଷି କରି ନିଜର ଜିବିକା ନିର୍ବାହ କରନ୍ତି । ସହରାଞ୍ଚଳ ଭଳି ଏହି ଗ୍ରାମଟିରେ କୋଳାହଳ ନାହିଁ । ମୁଜାଗଡ଼ ଗ୍ରାମଟି ପ୍ରଦୁଷଣ ମୁକ୍ତ ହୋଇଥିବାରୁ ଏହି ଗ୍ରାମ ସ୍ୱଚ୍ଚ ଅଟେ ।

ଶିକ୍ଷା ଓ ସଂସ୍କୃତି[ସମ୍ପାଦନା]

ଏହି ଗ୍ରାମରେ ଶିକ୍ଷାହାର ଖୁବ୍ କମ୍ ଅଟେ |[୧] ଏହି ଗ୍ରାମରେ ତିନୋଟି ସ୍କୁଲ୍ ଅଛି ଯଥା

  1. ମୁଜାଗଡ଼ ହାଇସ୍କୁଲ
  2. ମୁଜାଗଡ଼ ୟୁପିସ୍କୁଲ
  3. ଗୁଣ୍ଡୁରିବାଡ଼ି ୟୁପିସ୍କୁଲ [୨]

କବି ସମ୍ରାଟ ମହାବିଦ୍ୟାଳୟ ଏହି ଗ୍ରାମ ଠାରୁ ୧୦ କି.ମି ଦୁରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁଯାୟି ସମୁଦାୟ ୪୪୪୩ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ପୁରୁଷ ସଂଖ୍ୟା ୨୨୪୬ ଏବଂ ମହିଳା ସଂଖ୍ୟା ୨୧୯୭ । [୩] ଏହି ଗ୍ରାମରେ ଦଣ୍ଡନାଚ ଏବଂ ଠାକୁରାଣି ଯାତ୍ରା ପାଳିତ ହୁଏ |

ଗମନାଗମନ[ସମ୍ପାଦନା]

ଏହି ଗ୍ରାମକୁ ଯାତାୟତ ନିମିତ୍ତ ବସ୍ ହିଁ ଏକ ମାତ୍ର ମାଧ୍ୟମ ଅଟେ । ଏହି ଗ୍ରାମ ସହ ସିଧା ସଳଖ ରେଳ ସଂଯୋଗ ନାହିଁ । ଏହାର ନିକଟତମ ରେଳଷ୍ଟେସନ ବ୍ରହ୍ମପୁର ଅଟେ । ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଏହା ୧୭୯ କି.ମି ଦୁରରେ ଅବସ୍ଥିତ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Distance between BBSR and Mujagada". Retrieved 11 June 2015.
  2. "mujagada". Retrieved 11 June 2015.
  3. "Mujagada Population - Ganjam, Orissa". Government of Odisha. Retrieved 11 June 2015.