"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ added Category:ଜୀବନୀ using HotCat
ଟିକେNo edit summary
୪୨ କ ଧାଡ଼ି: ୪୨ କ ଧାଡ଼ି:
===ସମ୍ମାନ===
===ସମ୍ମାନ===
* ଜ୍ଞାନପୀଠ ସମ୍ମାନ (୧୯୯୩)
* ଜ୍ଞାନପୀଠ ସମ୍ମାନ (୧୯୯୩)
* ସାରଳା ପୁରସ୍କାର (୧୯୮୫)
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫)
* ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧)
* ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪)
* ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୮୪)
* କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
* କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.-->
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.-->


==ଆଧାର==
==ଦ୍ରଷ୍ଟବ୍ୟ==
{{reflist}}
{{ଆଧାର}}


==ବାହାର ଲିଙ୍କ==
==ବାହାର ଲିଙ୍କ==

୦୦:୩୬, ୨ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସୀତାକାନ୍ତ ମହାପାତ୍ର
ଜନ୍ମ (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬)
ବୃତ୍ତି(ସମୂହ)କବି, ସାହିତ୍ୟ ସମାଲୋଚକ, ପ୍ରଶାସକ
ଉଲ୍ଲେଖନୀୟ କୃତିଶବର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆଇଂରାଜୀ ଭାଷାର ଜଣେ ଜଣାଶୁଣା କବିସାହିତ୍ୟ ସମାଲୋଚକ[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡିଆ

ସାହିତ୍ୟ ସର୍ଜନା

କବିତା

  • ଅଷ୍ଟପଦୀ (୧୯୬୩)
  • ଶବର ଆକାଶ (୧୯୭୧)
  • ଆର ଦୃଶ୍ୟ (୧୯୮୧)
  • ଶ୍ରେଷ୍ଠ କବିତା (୧୯୯୪)

ପ୍ରବନ୍ଧ

  • ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)

ଭ୍ରମଣକାହାଣୀ

  • ଅନେକ ଶରତ (୧୯୮୧)

ତାଳପତ୍ର ଉପରେ

  • ଉଷାବିଳାସ

ଇଂରାଜୀ

  • The ruined Temple and other poems, 1996 (କବିତା, ଅନୁବାଦ)
  • Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)

ପଦ ଓ ସମ୍ମାନ

ପଦ

ସମ୍ମାନ

  • ଜ୍ଞାନପୀଠ ସମ୍ମାନ (୧୯୯୩)
  • ସାରଳା ପୁରସ୍କାର[୩] (୧୯୮୫)
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪)
  • କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
  • ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)

ଆଧାର

  1. "Deceptive simplicity". The Hindu. Dec 01, 2002. {{cite news}}: Check date values in: |date= (help)
  2. "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996. {{cite web}}: Unknown parameter |coauthors= ignored (|author= suggested) (help)
  3. ସାରଳା ପୁରସ୍କାର ବିଜେତାଙ୍କ ତାଲିକା

ବାହାର ଲିଙ୍କ