Jump to content

ସୁବର୍ଣ୍ଣ ଚତୁର୍ଭୁଜ

ଉଇକିପିଡ଼ିଆ‌ରୁ
୧୧:୦୨, ୨୬ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Golden Quadrilateral") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
A section of the Golden Quadrilateral highway from Chennai – Mumbai phase
NH46: Bengaluru-Chennai section of India's 4-lane Golden Quadrilateral highway
NH5 - another section of India's GQ highway
NH6: Chennai-Kolkata section of the GQ highway
Kolkata-Delhi section of India's GQ highway
NH4: Chennai-Bengaluru section of India's GQ highway near Krishnagiri, Tamil Nadu

ସୁବର୍ଣ ଚତୁର୍ଭୁଜ , ଏକ ଜାତୀୟ ରାଜପଥ ସମୂହ ର ଜାଳତନ୍ତ୍ର ( network) ଯାହା ଦେଶ ର ବାଣିଜ୍ୟ , ଶିଳ୍ପ , ସଂସ୍କୃତି ର ମୁଖ୍ୟ ସହର ସବୁ କୁ ସଂଯୋଗୀକରଣ କରିଛି । ମୁଖ୍ଯତଃ ମୁମ୍ବାଇ , ଚେନ୍ନଇ , କୋଳିକତା ଓ ଦିଲ୍ଲୀ କୁ ସଂଯୋଗ ଦଉଥିବା ଜାତୀୟ ରାଜପଥ ଗୁଡିକ ଏକ ଚତୁଷ୍କୋଣ ସଦୃଶ ହାଉଥିବାରୁ ଏହାକୁ ଏପରି ନାମକରଣା କରାଯାଇଛି ।ଏହି ଚତୁରବୁଜ ବଳୟ ରେ ଅହମଦାବାଦ, ବେଙ୍ଗାଲୁରୁ , ଭୁବନେଶ୍ବର , ଜଯପୁର କାନପୁର ପୁନେ , ସୁରାଟ , ନେଲୋରେ ବିଜୟୱାଡା , ବିଶାଖାପାଟଣା ମଧ୍ୟ ଅବ୍ତଭୁକ୍ତ ।   

 ଭାରତ ର ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଅତଳ ବିହାରୀ ବାଜପାୟୀ ଙ୍କ ଦ୍ଵାରା ଆରମ୍ଭ ହେଇଥିବା ଏହି ପ୍ରକଳ୍ପ ଭାରତ ର ସର୍ବ ବୃହତ ତଥା ପୃଥିବୀ ର ପଞ୍ଚମ ଦୀର୍ଘତମ ରାଜପଥ ପ୍ରକଳ୍ପ । []

ଇତିହାସ ଓ ପ୍ରକଳ୍ପ ଖର୍ଚ 

ଜାନୁଆରୀ ୬, ୧୯୯୯ ରେ ଏହି ପ୍ରକଳ୍ପ ର ଶିଳାନ୍ୟାସ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଙ୍କ ଦ୍ଵାରା କରାଯାଇଥିଲା । .[]

ଜାନୁଆରୀ ୨୦୧୨ ରେ ଏହି ପ୍ରକଳ୍ପ ର ସମ୍ପୂର୍ଣତା ଘୋଷିତ ହେଇଥିଲା ।.[][]

 ନିର୍ମାଣ ଆରମ୍ଭ ରୁ ମୂଳ ଖର୍ଚ ର ଆକଳନ ୬୦୦ ବିଲିଅନ ଥିବା ବେଳେ ତାହା ତାହାର ଅର୍ଦ୍ଧେକ ଅର୍ଥ ଖରଚ କରି ସମ୍ପୂର୍ଣ ହେଇଥିଲା ।  []

୨୦୦୯ ମସିହା ରେ ୪ ଲେନ ବିଶିଷ୍ଟ ଏହି ପ୍ରକଳ୍ପ କୁ ୬ ଲେନ କରିବାକୁ ନିଷ୍ପତ୍ତି ହେଇଥିଲା .[] ଏହି ସଂପ୍ରସାରଣ କାର୍ଯ୍ୟ ବର୍ତମାନ ଚାଳୁଛି । [][]

ଅର୍ଥନୈତିକ ଉପଲଭ୍ଧି

ଏହି ପ୍ରକଳ୍ପ ର ଅର୍ଥନୈତିକ ଉପଲବ୍ଧି ସବୁ ଏହି ପ୍ରକାର  -

  1. Establishing faster transport networks between major cities and ports.
  2. Providing an impetus to smoother movement of products and people within India.
  3. Enabling industrial and job development in smaller towns through access to markets.
  4. Providing opportunities for farmers, through better transportation of produce from the agricultural hinterland to major cities and ports for export, through lesser wastage and spoils.
  5. Driving economic growth directly, through construction as well as through indirect demand for cement, steel and other construction materials.
  6. Giving an impetus to Truck transport throughout India.

ରୁଟ ସମୂହ 

ସୁବର୍ଣ ଚତୁର୍ଭୁଜ ଯୋଜନା ରେ କେବଳ ଜାତୀୟ ରାଜପଥ ଗୁଡିକୁ  ସାମିଲ କରାଯାଇଥିଲା । ଚାରି ଟି ସ୍ତର ପାଇଁ ବ୍ୟବହାର ହେଉଥିବା ରାଜପଥ ଗୁଡିକ , :

ସୁବର୍ଣ ଚତୁର୍ଭୁଜ ରାଜପଥ  ସହ ସଂଯୁକ୍ତ ମୁଖ୍ୟ ସହର ସବୁ 

Delhi – Kolkata Kolkata – Chennai Chennai – Mumbai Mumbai – Delhi
  • Chennai
  • Sriperumbudur
  • Kanchipuram
  • Walajapet
  • Ranipet
  • Vellore
  • Pallikonda
  • Ambur
  • Vaniyambadi
  • Krishnagiri
  • Hosur
  • Bengaluru
  • Tumakuru
  • Sira
  • Chitradurga
  • Davangere
  • Ranebennur
  • Hubballi-Dharwad
  • Belagavi
  • Kolhapur
  • Sangli-Miraj
  • Karad
  • Satara
  • Pune
  • Panvel
  • Mumbai
  • Mumbai
  • Silvassa
  • Vapi
  • Valsad
  • Navsari
  • Surat
  • Bharuch
  • Vadodara
  • Ahmedabad
  • Gandhinagar
  • Udaipur
  • Chittaurgarh
  • Ajmer
  • Jaipur
  • Gurgaon
  • Delhi

ବର୍ତମାନ ସ୍ଥିତି 

No. Segment Length Completed Total Length Percent Completed (%) As of (date) Source
1. Delhi-Kolkata 1,453 km (903 mi) 1,453 km (903 mi) 100 31 August 2011 [୨]
2. Chennai-Mumbai 1,290 km (800 mi) 1,290 km (800 mi) 100 31 August 2011 [୩]
3. Kolkata-Chennai 1,684 km (1,046 mi) 1,684 km (1,046 mi) 100 31 May 2013 [୪]
4. Mumbai-Delhi 1,419 km (882 mi) 1,419 km (882 mi) 100 31 August 2011 [୫]
Total 5,846 km (3,633 mi) 5,846 km (3,633 mi) 100 31 May 2013 [୬]

ସୁବର୍ଣ ଚତୁର୍ଭୁଜ ପରିଯୋଜନା ର ସମ୍ପୂର୍ଣତା ୨୦୧୨ , ଜାନୁଆରୀ ୭ ତାରିଖ ରେ ଘୋଷିତ ହେଇଥିଲା । 

NHAI - ର ବର୍ତମାନ ସ୍ଥିତି 

ପ୍ରତ୍ୟେକ ରାଜ୍ୟ ରେ ଦୈର୍ଘ୍ୟ 

ସମ୍ପୂର୍ଣ ହେଲା ପରେ ସୁବର୍ଣ ଚତୁର୍ଭୁଜ ରାଜପଥ ୧୩ ଟି ଭାରତୀୟ ରାଜ୍ୟ ଦେଇ ଯାଉଛି । :

  • Andhra Pradesh – 1,014 km (630 mi)
  • Uttar Pradesh – 756 km (470 mi)
  • Rajasthan – 725 km (450 mi)
  • Karnataka – 623 km (387 mi)
  • Maharashtra – 487 km (303 mi)
  • Gujarat – 485 km (301 mi)
  • Odisha – 440 km (270 mi)
  • West Bengal – 406 km (252 mi)
  • Tamil Nadu – 342 km (213 mi)
  • Bihar – 204 km (127 mi)
  • Jharkhand – 192 km (119 mi)
  • Haryana – 152 km (94 mi)
  • Delhi – 25 km (16 mi)
  • Total – 5,846 km (3,633 mi)

ରେକର୍ଡ ସମୂହ 

ପୁନଶ୍ଚ ଦେଖନ୍ତୁ 

ଆଧାର ସମୂହ 

  1. [୧]
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. Megha Bahree (21 September 2009). "Ambassador: Indian Economy Will Grow". Forbes.
  7. {{cite web}}: Empty citation (help)
  8. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ