ବାଲିପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ବାଲିପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଜିଲ୍ଲା: | ଖୋର୍ଦ୍ଧା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଖୋର୍ଦ୍ଧା |
ପଞ୍ଚାୟତ ସମିତି: | |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ବାଲିପାଟଣା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ଥିଲା: ବାଲିଅନ୍ତା ବ୍ଳକ ଓ ବାଲିପାଟଣା ବ୍ଳକ ।
ଏହି ନିର୍ବାଚନ ମଣ୍ଡଳୀ ୧୯୬୧ ମସିହରେ ଗଠିତ ହୋଇଥିଲା ଏବଂ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଶେଷଥର ପାଇଁ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୨] ଏହାପରେ ଏହି ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ଜୟଦେବ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରଖାଯାଇଥିଲା ।
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]- ୨୦୦୪: ଶଶି ଭୂଷଣ ବେହେରା (ବିଜୁ ଜନତା ଦଳ)
- ୨୦୦୦: ରାଘବ ଚରଣ ସେଠୀ (ବିଜୁ ଜନତା ଦଳ)
- ୧୯୯୫: ହୃଷିକେଶ ନାୟକ (ଜନତା ଦଳ)
- ୧୯୯୦: ହୃଷିକେଶ ନାୟକ (ଜନତା ଦଳ)
- ୧୯୮୫: ରାଘବ ଚରଣ ସେଠୀ (କଂଗ୍ରେସ)
- ୧୯୮୦: ବସନ୍ତ ବେହେରା (କଂଗ୍ରେସ(ଇ))
- ୧୯୭୭: ଗୋପୀନାଥ ଭୋଇ (ଜନତା)
- ୧୯୭୪: ଗୋପୀନାଥ ଭୋଇ (ଉତ୍କଳ କଂଗ୍ରେସ)
- ୧୯୭୧: ବସନ୍ତ ବେହେରା (କଂଗ୍ରେସ (ଆର୍))
- ୧୯୬୭: ହରିହର ଭୋଇ (ଜନ କଂଗ୍ରେସ)
- ୧୯୬୧: ଗୋପୀନାଥ ଭୋଇ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Balipatna Assembly Constituency Election Result - Legislative Assembly Constituency". resultuniversity.com. Retrieved 14 June 2020.
- ↑ "Odisha Legislative Assembly". odishaassembly.nic.in. Retrieved 14 June 2020.