ଜଗତସିଂହପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(ଜଗତସିଂହପୁର (ବିଧାନସଭା ନିର୍ବାଚନମଣ୍ଡଳୀ)ରୁ ଲେଉଟି ଆସିଛି)
ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ଅମରେନ୍ଦ୍ର ଦାସ (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ଭୋଟର ସଂଖ୍ୟା (୨୦୨୪): | ୨,୧୭,୫୨୨ |
ଜିଲ୍ଲା: | ଜଗତସିଂହପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଜଗତସିଂହପୁର |
ପଞ୍ଚାୟତ ସମିତି: | ୨ |
ପୌର ପରିଷଦ: | ୧ |
ଜଗତସିଂହପୁର (କ୍ରମିକ ସଂଖ୍ୟା: ୧୦୪) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜଗତସିଂହପୁର (ପୌ), ଜଗତସିଂହପୁର ବ୍ଳକ ଓ ନାଉଗାଁ ବ୍ଳକ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅମରେନ୍ଦ୍ର ଦାସ, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କଠାରୁ ମାତ୍ର ୨୨,୧୩୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଜଗତସିଂହପୁର [୪] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବିଷ୍ଣୁ ଚରଣ ଦାସ | ୬୭,୨୯୯ | ୫୦.୬୪ | - | |
କଂଗ୍ରେସ | ଚିରଞ୍ଜୀବ ବିଶ୍ୱାଳ | ୫୭,୨୨୨ | ୪୩.୦୬ | - | |
ଭାଜପା | ଉପେନ୍ଦ୍ର ନାଥ ବିଶ୍ୱାଳ | ୪,୮୬୪ | ୩.୬୬ | - | |
ସମୃଦ୍ଧ ଓଡ଼ିଶା | ଗୋରା ଚାନ୍ଦ ବାରିକ | ୧,୩୫୮ | ୧.୦୨ | - | |
ସ୍ୱାଧୀନ | ବାସୁଦେବ | ୭୬୦ | ୦.୫୭ | - | |
ସ୍ୱାଧୀନ | ଡ. ସୁରେଶ ଚନ୍ଦ୍ର ମଲ୍ଲିକ | ୭୫୧ | ୦.୫୭ | - | |
କଳିଙ୍ଗ ସେନା | ଶିଶିର କୁମାର ସ୍ୱାଇଁ | ୬୩୯ | ୦.୪୮ | - | |
ଭୋଟ ବ୍ୟବଧାନ | ୧୦,୦୭୭ | ୭.୫୮* | - | ||
ମତଦାନ ହାର | ୧,୩୩,୦୧୭ | ୭୦.୦୦ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୫] [୬][୭]
- ୨୦୨୪: ଅମରେନ୍ଦ୍ର ଦାସ (ଭାଜପା)
- ୨୦୧୯: ପ୍ରଶାନ୍ତ କୁମାର ମୁଦୁଲି (ବିଜେଡି)
- ୨୦୧୪: ଚିରଞ୍ଜୀବ ବିଶ୍ୱାଳ (କଂଗ୍ରେସ)
- ୨୦୦୯: (୧୦୪): ବିଷ୍ଣୁ ଚରଣ ଦାସ (ବିଜଦ)
- ୨୦୦୪: (୩୮): ବିଷ୍ଣୁ ଚରଣ ଦାସ (ବିଜଦ)
- ୨୦୦୦: (୩୮): ବିଷ୍ଣୁ ଚରଣ ଦାସ (ବିଜଦ)
- ୧୯୯୫: (୩୮): ବିଷ୍ଣୁ ଚରଣ ଦାସ (ଜନତା ଦଳ)
- ୧୯୯୦: (୩୮): ବିଷ୍ଣୁ ଚରଣ ଦାସ (ଜନତା ଦଳ)
- ୧୯୮୫: (୩୮): କୈଳାଶ ଚନ୍ଦ୍ର ମଲ୍ଲିକ (କଂଗ୍ରେସ)
- ୧୯୮୦: (୩୮): କୃଷ୍ଣ ଚନ୍ଦ୍ର ମଲ୍ଲିକ (କଂଗ୍ରେସ-ଇ)
- ୧୯୭୭: (୩୮): କଣ୍ଡୁରି ଚରଣ ମଲ୍ଲିକ (ଜନତା)
- ୧୯୭୪: (୩୮): ଲକ୍ଷ୍ମଣ ମଲ୍ଲିକ (କଂଗ୍ରେସ)
- ୧୯୭୧: (୩୬): ଲକ୍ଷ୍ମଣ ମଲ୍ଲିକ (କଂଗ୍ରେସ-ଜେ)
- ୧୯୬୭: (୩୬): କଣ୍ଡୁରି ଚରଣ ମଲ୍ଲିକ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୦୨): ପ୍ରିୟନାଥ ଦେ (କଂଗ୍ରେସ)
- ୧୯୫୯ (ଉପ): ବୀରକିଶୋର ଦାସ (କଂଗ୍ରେସ)
- ୧୯୫୭: (୭୨): ନୀଳମଣି ପ୍ରଧାନ (କଂଗ୍ରେସ) ଓ କଣ୍ଡୁରି ଚରଣ ମଲ୍ଲିକ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୫୧: (୭୪): ନୀଳମଣି ପ୍ରଧାନ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Jagatsinghpur Assembly Election 2009, Orissa". empoweringindia.org. Archived from the original on 19 April 2014. Retrieved 19 June 2013.
Constituency: Jagatsinghpur (104) District : Jagatsinghpur
- ↑ Assembly Constituencies and their Extent
- ↑ Seats of Odisha
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 38-Jagatsinghpur Constituency of ORISSA". eci.nic.in. 2006. Retrieved 19 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;:0
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।