ଚିରଞ୍ଜୀବ ବିଶ୍ୱାଳ

ଉଇକିପିଡ଼ିଆ‌ରୁ
ଚିରଞ୍ଜୀବ ବିଶ୍ୱାଳ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀବିଷ୍ଣୁ ଚରଣ ଦାସ
ପର ଅଧିକାରୀପ୍ରଶାନ୍ତ କୁମାର ମୁଦୁଲି
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଦେବାଶିଷ ସାମନ୍ତରାୟ
ପର ଅଧିକାରୀରବୀନ୍ଦ୍ର ନାଥ ଭୋଇ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-01-02) ୨ ଜାନୁଆରୀ ୧୯୬୩ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀତେଜାଲ ବିଶ୍ୱାଳ
ବାପା/ବୋଉବସନ୍ତ କୁମାର ବିଶ୍ୱାଳ
ବୃତ୍ତିରାଜନୀତିଜ୍ଞ

ଚିରଞ୍ଜୀବ ବିଶ୍ୱାଳ (ଜନ୍ମ: ୨ ଜାନୁଆରୀ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଚିରଞ୍ଜୀବ ବିଶ୍ୱାଳ ୧୯୬୩ ମସିହାର ଜାନୁଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବସନ୍ତ କୁମାର ବିଶ୍ୱାଳ ଓ ପତ୍ନୀଙ୍କ ନାମ ତେଜାଲ ବିଶ୍ୱାଳ ।[୧] ତାଙ୍କ ବାପା ଜଣେ ଓଡ଼ିଆ ରାଜନେତା ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଚିରଞ୍ଜୀବ ବିଶ୍ୱାଳ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Chiranjib Biswal". odishaassembly.nic.in. Odisha Assembly. Retrieved 3 May 2022.