ଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଖୋର୍ଦ୍ଧା ବିଧାନ ସଭା ମଣ୍ଡଳୀ
Legislative Assembly of Odisha constituency
DistrictKhordha
BlocksKhordha, Tangi
Electorate2,13,691[୧][a]
Major settlementsKhordha
Current constituency
Created1951
MLARajendra Kumar Sahoo
PartyBJD
Const. No.117
Lok Sabha ConstituenciesBhubaneswar

ଖୋର୍ଦ୍ଧା (କ୍ରମା ଅଙ୍କ.: ୧୧୭)   ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଆସେ। [୨]

ଏହି ବିଧାନ ସଭା ମଣ୍ଡଳୀରେ ଖୋର୍ଦ୍ଧା, ଖୋର୍ଦ୍ଧା ବ୍ଲକ ଓ ୮ଟି ଗ୍ରାମ ପଞ୍ଚାୟତ ଆସେ। ୮ଟି ଗ୍ରାମ ପଞ୍ଚାୟତ ହେଲା:

  1. ପଲ୍ଲା-ତୋଟାପଡ଼ା
  2. ବାଜପୁର
  3. ନିଝିଗଡପାଟଣା
  4. କାନପୁର
  5. ଧଉଳିମୁହଁ
  6. ବ୍ରଜମୋହନପୁର
  7. ନରଣ‌ଗଡ
  8. ଗୋଡିପଡା
  9. ଜଙ୍କିଆ
  10. ଗୋଳବାଇ
  11. ଓରାବର
  12. କୁରାଢମଳ
  13. ବାଙ୍ଗିଡା ଓ 
  14. କାଇପଦର ଆସେ।

[୩][୪]

ନିର୍ବାଚିତ ସଦସ୍ୟ[ସମ୍ପାଦନା]

ବିଜୟୀ ପାର୍ଥିଙ୍କ ଭୋଟ ଭାଗ [୫]
୨୦୧୪
  
୪୫.୬୨%
୨୦୦୯
  
୨୮.୮୫%
୨୦୦୪
  
୪୯.୭୦%
୨୦୦୦
  
୩୪.୮୪%
୧୯୯୫
  
୪୫.୬୦%
୧୯୯୦
  
୬୫.୩୭%
୧୯୮୫
  
୬୭.୬୨%
୧୯୮୦
  
୪୮.୭୬%
୧୯୭୭
  
୩୫.୫୦%

୨୦୧୪ ନିର୍ବାଚନ[ସମ୍ପାଦନା]

୨୦୧୪ ନିର୍ବାଚନରେ ରାଜେନ୍ଦ୍ର ସାହୁ (ବିଜେଡି) ନିଜ ପ୍ରତିଦ୍ୱନ୍ଦୀ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କୁ ୬,୫୯୭ ଭୋଟରେ ହରେଇଥିଲେ।  

୨୦୦୯ ନିର୍ବାଚନ[ସମ୍ପାଦନା]

୨୦୦୯ ନିର୍ବାଚନରେ ଜ୍ୟୋତିନ୍ଦ୍ର ନାଥ ମିତ୍ର ନିଜ ପ୍ରତିଦ୍ୱନ୍ଦୀ ରାଜେନ୍ଦ୍ର ସାହୁଙ୍କ (ସ୍ୱାଧୀନ)ଠାରୁ ୩,୨୩୫ ଭୋଟରେ ହାରିଥିଲେ।[୬]

ନୋଟ[ସମ୍ପାଦନା]

  1. as on 1 January 2014

ଆଧାର[ସମ୍ପାଦନା]

  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "Orissa Assembly Election 2009". empoweringindia.org.
  3. Assembly Constituencies and their Extent
  4. Seats of Odisha
  5. "59 - Khurda Assembly Constituency". eci.nic.in. 2006. Retrieved 22 April 2014. List Of Winning Candidates
  6. "Orissa Election Result 2009 With Vote Margin" Archived 2013-05-27 at the Wayback Machine.. leadtech.in.

ବାହାର ଆଧାର[ସମ୍ପାଦନା]