ଉଇକିପିଡ଼ିଆ:ଗଣ ସମ୍ପାଦନା/ଲୀଳାବତୀଙ୍କ କନ୍ୟାଗଣ
Appearance
ଏହି ପୃଷ୍ଠାରେ ଥିବା ନାରୀ ବୈଜ୍ଞାନିକଙ୍କ ନାମ ସମୂହ ଅନୁବାଦ ହେବାକୁ ଅଛି, ଦୟାକରି ଏଥିରେ ଭାଗ ନେଇ ପ୍ରସଙ୍ଗସମୂହର ନାମ ଅନୁବାଦ କରନ୍ତୁ ଓ ପ୍ରସଙ୍ଗ ତିଆରି କରନ୍ତୁ |
ଇଣ୍ଡିଆନ ଏକାଡେମି ଅଫ ସାଇନ୍ସ "ଲୀଳାବତୀଜ ଡଟର" (ଲୀଳାବତୀଙ୍କ କନ୍ୟାଗଣ) ନାମରେ ଏକ ବହି ପ୍ରକାଶ କରିଛନ୍ତି । ଏହି ବହିଟି ୫୦ ଜଣ ନାରୀ-ବୈଜ୍ଞାନିକଙ୍କ ବାବଦରେ ଲିଖିତ । ହଂକଂରେ ଆୟୋଜିତ ଉଇକିମାନିଆ ୨୦୧୩ ରେ କେଇଲାନାଙ୍କ ଦ୍ୱାରା ଏକ ଅଭିଭାଷଣର ସିଧାପ୍ରସାରଣ ସମୟରେ ଏହା ଅନେକ ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବହିରେ ଥିବା ଅନେକ ନାରୀ-ବୈଜ୍ଞାନିକଙ୍କ ଉପରେ ଥିବା ପ୍ରସଙ୍ଗ ଲିଖନ ପାଇଁ ଏକ ମିଳିତ ଗଣ-ସମ୍ପାଦନା ବାବଦରେ ମୁଁ ଆଲୋଚନା କରିବାକୁ ଚାହୁଁଛି ।
ଆଗ୍ରହୀ ସଭ୍ୟଗଣ
[ସମ୍ପାଦନା]ଏହି ଧାଡ଼ି ତଳେ ଥିବା # ଚିହ୍ନ ଡାହାଣରେ ଆପଣଙ୍କ ଏହି ପଟିର ଉପରେ ଥିବା ଆଇକନରେ କ୍ଲିକ କରନ୍ତୁ । ନିଶ୍ଚିତ କରନ୍ତୁ ଆପଣ ଲଗ ଇନ କରିଥିବେ ।
- --Subas Chandra Rout (ମୋ ଆଲୋଚନା) ୧୩:୪୬, ୧୭ ସେପ୍ଟେମ୍ବର ୨୦୧୩ (UTC)ସୁବାସ ଚନ୍ଦ୍ର ରାଉତ
ଓଡ଼ିଆ ଉଇକିପିଡ଼ିଆରେ ତିଆରି ହୋଇଥିବା ପ୍ରସଙ୍ଗସମୂହ
[ସମ୍ପାଦନା]ଲୀଳାବତୀଙ୍କ କନ୍ୟାଗଣ
[ସମ୍ପାଦନା]ତଳଲିଖିତ ପ୍ରସଙ୍ଗସମୂହ ଭିତରୁ କିଛି ଇଂରାଜୀ ଉଇକିପିଡ଼ିଆରେଆଗରୁ ଅଛି । ବାକି ଏ ଯାଏଁ ଲେଖାଯାଇନାହିଁ । ଆପଣ ଆଗରୁ ଥିବା ପ୍ରସଙ୍ଗର ଅନୁବାଦ କରି କିମ୍ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ ।
- ଜାନକୀ ଆମ୍ମାଲ (ଇଂରାଜୀ ପ୍ରସଙ୍ଗ: Edavaleth Kakkat Janaki Ammal)
- ବି ବିଜୟଲକ୍ଷ୍ମୀ (ଇଂରାଜୀ ପ୍ରସଙ୍ଗ: B Vijayalakshmi)
- ଅସୀମା ଚାଟର୍ଜୀ (ଇଂରାଜୀ ପ୍ରସଙ୍ଗ: Asima Chatterjee)
- ଆନନ୍ଦି ଗୋପାଳ ଜୋଶୀ (ଇଂରାଜୀ ପ୍ରସଙ୍ଗ: Anandibai Joshi)
- ଇରାୱତୀ କର୍ୱେ (ଇଂରାଜୀ ପ୍ରସଙ୍ଗ: Iravati Karve)
- ଆନ୍ନା ମଣି (ଇଂରାଜୀ ପ୍ରସଙ୍ଗ: Anna Mani)
- କମଳ ରାଣାଦିବେ (ଇଂରାଜୀ ପ୍ରସଙ୍ଗ: Kamal Ranadive)
- ଦର୍ଶନ ରଙ୍ଗନାଥନ(ଇଂରାଜୀ ପ୍ରସଙ୍ଗ:Darshan Ranganathan)
- କମଳା ସୋହୋନୀ (ଇଂରାଜୀ ପ୍ରସଙ୍ଗ: Kamala Sohonie)
- ରାଧା ବାଳକୃଷ୍ଣନ (ଇଂରାଜୀ ପ୍ରସଙ୍ଗ: Radha Balakrishnan)
- ବିନ୍ଦୁ ଏ ବମ୍ବାଃ (ଇଂରାଜୀ ପ୍ରସଙ୍ଗ: Bindu A Bambah)
- ମୀନାକ୍ଷୀ ବାନର୍ଜୀ (ଇଂରାଜୀ ପ୍ରସଙ୍ଗ: Meenakshi Banerjee)
- ମଞ୍ଜୁ ବନ୍ସଲ (ଇଂରାଜୀ ପ୍ରସଙ୍ଗ: Manju Bansal)
- ସୁଧା ଭଟ୍ଟାଚାର୍ଯ୍ୟ (ଇଂରାଜୀ ପ୍ରସଙ୍ଗ :Sudha Bhattacharya)
- ଅର୍ଚ୍ଚନା ଭଟ୍ଟାଚାର୍ଯ୍ୟ (ଇଂରାଜୀ ପ୍ରସଙ୍ଗ:Archana Bhattacharyya)
- ରଜନୀ ଭିସେ (ଇଂରାଜୀ ପ୍ରସଙ୍ଗ:Rajani A Bhisey)
- ରେନୀ ଏମ ବର୍ଗେଶ (ଇଂରାଜୀ ପ୍ରସଙ୍ଗ:Renee M Borges)
- Bimla Buti
- Anju Chadha
- Charusita Chakravarty
- ମହାରାଣୀ ଚକ୍ରବର୍ତ୍ତୀ (ଇଂରାଜୀ ପ୍ରସଙ୍ଗ:Maharani Chakravorty)
- Prabha Chatterji
- Rajeshwari Chatterjee
- Shubhada Chiplunkar
- Renu Khanna-Chopra
- Joyanti Chutia
- Tanusri Saha-Dasgupta
- Priya Davidar
- Deepti Deobagkar
- Aruna Dhathathreyan
- ସୁଲୋଚନା ଗାଡଗିଲ (ଇଂରାଜୀ ପ୍ରସଙ୍ଗ: Sulochana Gadgil)
- Rohini Godbole
- Srubabati Goswami
- Rama Govindarajan
- Neelima Gupte
- R J Hans-Gill
- Gaiti Hasan
- ପି ମହାନ୍ତି ହେଜମାଦି (ଇଂରାଜୀ ପ୍ରସଙ୍ଗ: P Mohanty Hejmadi)
- H Ilah (nee' Bhatnagar)
- Chanda Jog
- Sangeeta N Kale
- V Kalpagam
- Priyadarshini Karve
- S K Khanduja
- Pushpa Khare
- Medha Khole
- Vinod Krishan
- Yamuna Krishnan
- ସୁଲଭା କେ କୁଲକର୍ଣ୍ଣୀ (ଇଂରାଜୀ ପ୍ରସଙ୍ଗ୍:Sulabha K Kulkarni)
- Anuradha Lohia
- Chitra Mandal
- Kusum Marathe
- Minnie M Mathan
- Asha Mathur
- Anuradha Misra
- ସୋମଦତ୍ତ ସିହ୍ନା(ଇଂରାଜୀ ପ୍ରସଙ୍ଗ:Somdatta Sinha)
- ସରସ୍ଵତୀ ବିଶ୍ଵେଶ୍ଵର (ଇଂରାଜୀ ପ୍ରସଙ୍ଗ:Saraswati Bisweswar)