ଉଇକିପିଡ଼ିଆ:ଗଣ ସମ୍ପାଦନା/ଲୀଳାବତୀଙ୍କ କନ୍ୟାଗଣ

ଉଇକିପିଡ଼ିଆ‌ରୁ

ଇଣ୍ଡିଆନ ଏକାଡେମି ଅଫ ସାଇନ୍ସ "ଲୀଳାବତୀଜ ଡଟର" (ଲୀଳାବତୀଙ୍କ କନ୍ୟାଗଣ) ନାମରେ ଏକ ବ‌ହି ପ୍ରକାଶ କରିଛନ୍ତି । ଏହି ବ‌ହିଟି ୫୦ ଜଣ ନାରୀ-ବୈଜ୍ଞାନିକଙ୍କ ବାବଦରେ ଲିଖିତ । ହଂକଂରେ ଆୟୋଜିତ ଉଇକିମାନିଆ ୨୦୧୩ ରେ କେଇଲାନାଙ୍କ ଦ୍ୱାରା ଏକ ଅଭିଭାଷଣର ସିଧାପ୍ରସାରଣ ସମୟରେ ଏହା ଅନେକ ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବ‌ହିରେ ଥିବା ଅନେକ ନାରୀ-ବୈ‌ଜ୍ଞାନିକଙ୍କ ଉପରେ ଥିବା ପ୍ରସଙ୍ଗ ଲିଖନ ପାଇଁ ଏକ ମିଳିତ ଗଣ-ସମ୍ପାଦନା ବାବଦରେ ମୁଁ ଆଲୋଚନା କରିବାକୁ ଚାହୁଁଛି ।

ଆଗ୍ରହୀ ସଭ୍ୟଗଣ[ସମ୍ପାଦନା]

ଏହି ଧାଡ଼ି ତଳେ ଥିବା # ଚିହ୍ନ ଡାହାଣରେ ଆପଣଙ୍କ ଏହି ପଟିର ଉପରେ ଥିବା ଆଇକନରେ କ୍ଲିକ କରନ୍ତୁ । ନିଶ୍ଚିତ କରନ୍ତୁ ଆପଣ ଲଗ ଇନ କରିଥିବେ ।

--Subas Chandra Rout (ମୋ ଆଲୋଚନା) ୧୩:୪୬, ୧୭ ସେପ୍ଟେମ୍ବର ୨୦୧୩ (UTC)ସୁବାସ ଚନ୍ଦ୍ର ରାଉତ

ଓଡ଼ିଆ ଉଇକିପିଡ଼ିଆରେ ତିଆରି ହୋଇଥିବା ପ୍ରସଙ୍ଗସମୂହ[ସମ୍ପାଦନା]

ଲୀଳାବତୀଙ୍କ କନ୍ୟାଗଣ[ସମ୍ପାଦନା]

ତଳ‌ଲିଖିତ ପ୍ରସଙ୍ଗସମୂହ ଭିତରୁ କିଛି ଇଂରାଜୀ ଉଇକିପିଡ଼ିଆରେଆଗରୁ ଅଛି । ବାକି ଏ ଯାଏଁ ଲେଖାଯାଇନାହିଁ । ଆପଣ ଆଗରୁ ଥିବା ପ୍ରସଙ୍ଗର ଅନୁବାଦ କରି କିମ୍ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ ।

  1. ଜାନକୀ ଆମ୍ମାଲ (ଇଂରାଜୀ ପ୍ରସଙ୍ଗ: Edavaleth Kakkat Janaki Ammal)
  2. ବି ବିଜୟଲକ୍ଷ୍ମୀ (ଇଂରାଜୀ ପ୍ରସଙ୍ଗ: B Vijayalakshmi)
  3. ଅସୀମା ଚାଟର୍ଜୀ (ଇଂରାଜୀ ପ୍ରସଙ୍ଗ: Asima Chatterjee)
  4. ଆନନ୍ଦି ଗୋପାଳ ଜୋଶୀ (ଇଂରାଜୀ ପ୍ରସଙ୍ଗ: Anandibai Joshi)
  5. ଇରାୱତୀ କର୍ୱେ (ଇଂରାଜୀ ପ୍ରସଙ୍ଗ: Iravati Karve)
  6. ଆନ୍ନା ମଣି (ଇଂରାଜୀ ପ୍ରସଙ୍ଗ: Anna Mani)
  7. କମଳ ରାଣାଦିବେ (ଇଂରାଜୀ ପ୍ରସଙ୍ଗ: Kamal Ranadive)
  8. ଦର୍ଶନ ରଙ୍ଗନାଥନ(ଇଂରାଜୀ ପ୍ରସଙ୍ଗ:Darshan Ranganathan)
  9. କମଳା ସୋହୋନୀ (ଇଂରାଜୀ ପ୍ରସଙ୍ଗ: Kamala Sohonie)
  10. ରାଧା ବାଳକୃଷ୍ଣନ (ଇଂରାଜୀ ପ୍ରସଙ୍ଗ: Radha Balakrishnan)
  11. ବିନ୍ଦୁ ଏ ବମ୍ବାଃ (ଇଂରାଜୀ ପ୍ରସଙ୍ଗ: Bindu A Bambah)
  12. ମୀନାକ୍ଷୀ ବାନର୍ଜୀ (ଇଂରାଜୀ ପ୍ରସଙ୍ଗ: Meenakshi Banerjee)
  13. ମଞ୍ଜୁ ବନ୍‌ସଲ (ଇଂରାଜୀ ପ୍ରସଙ୍ଗ: Manju Bansal)
  14. ସୁଧା ଭଟ୍ଟାଚାର୍ଯ୍ୟ (ଇଂରାଜୀ ପ୍ରସଙ୍ଗ :Sudha Bhattacharya)
  15. ଅର୍ଚ୍ଚନା ଭଟ୍ଟାଚାର୍ଯ୍ୟ (ଇଂରାଜୀ ପ୍ରସଙ୍ଗ:Archana Bhattacharyya)
  16. ରଜନୀ ଭିସେ (ଇଂରାଜୀ ପ୍ରସଙ୍ଗ:Rajani A Bhisey)
  17. ରେନୀ ଏମ ବର୍ଗେଶ (ଇଂରାଜୀ ପ୍ରସଙ୍ଗ:Renee M Borges)
  18. Bimla Buti
  19. Anju Chadha
  20. Charusita Chakravarty
  21. ମହାରାଣୀ ଚକ୍ରବର୍ତ୍ତୀ (ଇଂରାଜୀ ପ୍ରସଙ୍ଗ:Maharani Chakravorty)
  22. Prabha Chatterji
  23. Rajeshwari Chatterjee
  24. Shubhada Chiplunkar
  25. Renu Khanna-Chopra
  26. Joyanti Chutia
  27. Tanusri Saha-Dasgupta
  28. Priya Davidar
  29. Deepti Deobagkar
  30. Aruna Dhathathreyan
  31. ସୁଲୋଚନା ଗାଡଗିଲ (ଇଂରାଜୀ ପ୍ରସଙ୍ଗ: Sulochana Gadgil)
  32. Rohini Godbole
  33. Srubabati Goswami
  34. Rama Govindarajan
  35. Neelima Gupte
  36. R J Hans-Gill
  37. Gaiti Hasan
  38. ପି ମହାନ୍ତି ହେଜମାଦି (ଇଂରାଜୀ ପ୍ରସଙ୍ଗ: P Mohanty Hejmadi)
  39. H Ilah (nee' Bhatnagar)
  40. Chanda Jog
  41. Sangeeta N Kale
  42. V Kalpagam
  43. Priyadarshini Karve
  44. S K Khanduja
  45. Pushpa Khare
  46. Medha Khole
  47. Vinod Krishan
  48. Yamuna Krishnan
  49. ସୁଲଭା କେ କୁଲକର୍ଣ୍ଣୀ (ଇଂରାଜୀ ପ୍ରସଙ୍ଗ୍:Sulabha K Kulkarni)
  50. Anuradha Lohia
  51. Chitra Mandal
  52. Kusum Marathe
  53. Minnie M Mathan
  54. Asha Mathur
  55. Anuradha Misra
  56. ସୋମଦତ୍ତ ସିହ୍ନା(ଇଂରାଜୀ ପ୍ରସଙ୍ଗ:Somdatta Sinha)
  57. ସରସ୍ଵତୀ ବିଶ୍ଵେଶ୍ଵର (ଇଂରାଜୀ ପ୍ରସଙ୍ଗ:Saraswati Bisweswar)