ଉଇକିପିଡ଼ିଆ:ଉଇକିପ୍ରକଳ୍ପ ମହିଳା/କଳା
ଦେଖଣା
ବିଭିନ୍ନ କଳା କ୍ଷେତ୍ରରେ ସଫଳତା ଲାଭ କରିଥିବା ମହିଳାମାନଙ୍କ ତାଲିକା ।
ଓଡ଼ିଶା
[ସମ୍ପାଦନା]ଭାରତ
[ସମ୍ପାଦନା]| କ୍ରମାଙ୍କ | ପ୍ରସଙ୍ଗ | ବିଭାଗ |
|---|---|---|
| ୧ | ଅଞ୍ଜଳି ଇଲା ମେନନ | ତୈଳଚିତ୍ର |
| ୨ | ଅନୁପମା ସୂଦ | ଛପା କଳାକାର |
| ୩ | ଅମ୍ରିତା ସେରଗିଲ | ଚିତ୍ରକାର |
| ୪ | ଅନାମିକା | ପାରମ୍ପାରିକ କଳାକାର |
| ୫ | ଭି ଅନାମିକା | ପାରମ୍ପାରିକ କଳାକାର |
| ୬ | ଲତିକା କାଟ୍ଟ | ପ୍ରସ୍ତର ଓ ଧାତୁ ଶିଳ୍ପୀ |
| ୭ | ଅର୍ପିତା ସିଂ | ଚିତ୍ରକାର |
| ୮ | ଭାରତୀ ଖେର୍ | ଚିତ୍ରକାର, ସ୍ଥପତି |
| ୯ | ବି ପ୍ରଭା | ଚିତ୍ରକାର |
| ୧୦ | ମାୟା ବର୍ମାନ | ଜଳ ଚିତ୍ରକାର |
| ୧୧ | ଦୟାନିତା ସିଂ | ଛାୟା ଚିତ୍ରତ୍ତୋଳକ |
| ୧୨ | ଗୋଗି ସରୋଜ ପାଲ୍ | ଚିତ୍ରକାର, ସ୍ଥପତି, ଛାପା କଳାକାର, ସ୍ଥପତି |
| ୧୩ | ହେମା ଉପାଧ୍ୟାୟ | ଛାୟା ଚିତ୍ରତ୍ତୋଳକ, ସ୍ଥପତି |
| ୧୪ | ଇଲୁସ୍ ଆହୁଲ୍ୱାଲିଆ | ଚିତ୍ରକାର |
| ୧୫ | କେତକୀ ପିମ୍ପଲଖାରେ | ଚିତ୍ରକାର |
| ୧୬ | ନଳିନୀ ମଳାନୀ | ଚିତ୍ରକାର, ସ୍ଥପତି |
| ୧୭ | ପାମେଲା ବୋର୍ଡ୍ସ | ଛାୟା ଚିତ୍ରତ୍ତୋଳକ |
| ୧୮ | ପ୍ରତିମା ଦେବୀ (ଚିତ୍ରକାର) | ଚିତ୍ରକାର |
| ୧୯ | ପ୍ରଫୁଲ୍ଲ ଦହାନୁକାର | ଚିତ୍ରକାର |
| ୨୦ | ରଥିକା ରାମସ୍ୱାମୀ | ବନ୍ୟଜନ୍ତୁ ଚିତ୍ରତ୍ତୋଳକ |