ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ | ||||||
---|---|---|---|---|---|---|
| ||||||
Coordinates (ପୋର୍ଟ ବ୍ଲେୟାର): 11°41′N 92°46′E / 11.68°N 92.77°E | ||||||
ଦେଶ | India | |||||
ସ୍ଥାପିତ | ୧୯୫୬ ମସିହା ନଭେମ୍ବର ମାସ ପ୍ରଥମ ଦିବସ | |||||
ରାଜଧାନୀ ଓ ବୃହତ୍ତମ ସହର | ପୋର୍ଟ ବ୍ଲେୟାର | |||||
ଜିଲ୍ଲା | ୩ | |||||
Government | ||||||
• ଉପରାଜ୍ୟପାଳ | ଆଡମିରାଲ (ଅବସରପ୍ରାପ୍ତ) ଦେବେନ୍ଦ୍ର କୁମାର ଜୋଶୀ | |||||
• ମୁଖ୍ଯ ସଚିବ | ଚେତନ ଭୂଷଣ ସଙ୍ଗୀ, IAS | |||||
• ଲୋକ ସଭା ନିର୍ବାଚନ ମଣ୍ଡଳୀ | ବିଷ୍ଣୁ ପଦ ରାୟ (ଭାଜପା) | |||||
• ଉଚ୍ଚ ନ୍ୟାୟାଳୟ | କଲିକତା ଉଚ୍ଚ ନ୍ୟାୟାଳୟ - ପୋର୍ଟ ବ୍ଲେୟାର ଖଣ୍ଡପୀଠ | |||||
Area | ||||||
• ସମୁଦାୟ | 8249 km2 (3,185 sq mi) | |||||
• Rank | ୨୮ତମ | |||||
Population (୨୦୧୨)[୨] | ||||||
• Total | ୩୮୦୫୨୦ | |||||
• Density | 46/km2 (120/sq mi) | |||||
ଭାଷା[୩] | ||||||
• ଆଧିକାରିକ | ହିନ୍ଦୀ, ଇଂରାଜୀ[୩] | |||||
• କଥିତ | ବଙ୍ଗାଳୀ, ହିନ୍ଦୀ, ତମିଳ, ତେଲୁଗୁ, ମଲୟାଲମ, ନିକୋବରୀ, କୁରୁଖ, ମୁଣ୍ଡା, ଖରିଆ[୪] | |||||
Time zone | UTC+୦୫:୩୦ (ଭାମାସ) | |||||
ISO 3166 code | IN-AN | |||||
ମାବିସୂ (2018) | ୦.୭୩୯(ଉଚ୍ଚ) • ଷଷ୍ଠ | |||||
Website | www | |||||
Symbols of Andaman and Nicobar Islands | ||||||
Emblem | ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୋହର | |||||
Motto | ସତ୍ଯମେବ ଜୟତେ (ସତ୍ୟର ଜୟ ହୁଏ) | |||||
Mammal | ଦୁଗୋଂ | |||||
ପକ୍ଷୀ | ଆଣ୍ଡାମାନ କାଠ ପାରା | |||||
ପୁଷ୍ପ | ଲାଜର୍ଷ୍ଟୋଏମିଆ ସ୍ପେସିଓସା ପ୍ୟିନ୍ମା | |||||
ବୃକ୍ଷ | ଆଣ୍ଡାମାନ ପଦୌକ |
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ ଅଟେ । ଏହା ଅଧୀନରେ ୮୩୬ଟି ଦ୍ୱୀପ ରହିଛି, ଯାହାର ୩୮ ଦ୍ୱୀପରେ ଜନବସତି ସ୍ଥାପନ ହୋଇଛି । ଏହି ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରର ମିଳନ ସ୍ଥଳରେ ଅବସ୍ଥିତ ।[୫][୬]
ଏହି ରାଜ୍ଯକ୍ଷେତ୍ରଟି ଇଣ୍ଡୋନେସିଆର ଆକେଃଠାରୁ ପ୍ରାୟ ୧୫୦ କି.ମି. ଦୂରରେ ଅବସ୍ଥିତ । ଏହା ଶ୍ୟାମଦେଶ ଓ ବ୍ରହ୍ମଦେଶଠାରୁ ଆଣ୍ଡାମାନ ସାଗର ଦ୍ୱାରା ପୃଥକ୍ ହୋଇଛି । ଏଥିରେ ଦୁଇଟି ଦ୍ୱୀପଗୋଷ୍ଠୀ ରହିଛି; (ଆଂଶିକ) ଆଣ୍ଡାମାନ ଦ୍ୱୀପପୁଞ୍ଜ ଓ ନିକୋବର ଦ୍ୱୀପପୁଞ୍ଜ, ଯାହା ପରସ୍ପରଠାରୁ ୧୫୦ କି.ମି. ଚଉଡାର ଦଶ ଡିଗ୍ରୀ ପ୍ରଣାଳୀଦ୍ୱାରା ପୃଥକ୍ ହୋଇଛନ୍ତି (ଏହି ପ୍ରଣାଳୀଟି ୧୦°ଉ. ଅକ୍ଷାଂଶରେ ରହିଛି ଏବଂ ଏହାର ଉତ୍ତରକୁ ଆଣ୍ଡାମାନ ଦ୍ୱୀପପୁଞ୍ଜ ଓ ଦକ୍ଷିଣକୁ ନିକୋବର ଦ୍ୱୀପପୁଞ୍ଜ ରହିଛି) । ଏହାର ପୂର୍ବରେ ଆଣ୍ଡାମାନ ସାଗର ଓ ପଶ୍ଚିମରେ ବଙ୍ଗୋପସାଗର ଅବସ୍ଥିତ ।
ଏହାର ରାଜଧାନୀ ଓ ବୃହତ୍ତମ ସହର ହେଉଛି ପୋର୍ଟ ବ୍ଲେୟାର । ଏହି ଦ୍ୱୀପପୁଞ୍ଜର ସର୍ବମୋଟ କ୍ଷେତ୍ରଫଳ ହେଉଛି, ପ୍ରାୟ ୮୨୪୯ ବର୍ଗ କି.ମି. । ଦ୍ୱୀପପୁଞ୍ଜକୁ ତିନୋଟି ଜିଲ୍ଲାରେ ବଣ୍ଟନ କରାଯାଇଛି: ନିକୋବର ଜିଲ୍ଲା, ଦକ୍ଷିଣ ଆଣ୍ଡାମାନ ଜିଲ୍ଲା ଏବଂ ଉତ୍ତର ଓ ମଧ୍ଯ ଆଣ୍ଡାମାନ ଜିଲ୍ଲା ।
ଭାରତୀୟ ସୈନ୍ଯବାହିନୀର ଏକମାତ୍ର ତ୍ରିସୈବିକ ଭୌଗଳିକ ଶାଖା, ଆଣ୍ଡାମାନ ଓ ନିକୋବର କମାଣ୍ଡ ଏଠାରେ ରଖାଯାଇଛି ।[୭]
ଇତିହାସ
[ସମ୍ପାଦନା]ଆଦିମ ଅଧିବାସୀ
[ସମ୍ପାଦନା]ପ୍ରାରମ୍ଭିକ ପୁରାତତ୍ନ ବିଭାଗର ଅନୁସନ୍ଧାନରୁ ଯାହା ଜଣାପଡେ ଏଠାରେ ୨୨୦୦ ବର୍ଷ ପୁର୍ବରୁ ଲୋକମାନେ ରହୁଛନ୍ତି ।[୮]
ସେଲୁଲାର ଜେଲ
ଆଧାର
[ସମ୍ପାଦନା]- ↑ "Andaman and Nicobar Administration". And.nic.in. Archived from the original on 18 February 2015. Retrieved 8 July 2013.
- ↑ Census of India Archived 14 June 2007 at the Wayback Machine., 2011. Census Data Online, Population.
- ↑ ୩.୦ ୩.୧ "50th Report of the Commissioner for Linguistic Minorities in India" (PDF). 16 July 2014. p. 109. Archived from the original (PDF) on 22 March 2015. Retrieved 6 November 2016.
- ↑ "www.andaman.gov.in". Archived from the original on 20 November 2016. Retrieved 27 November 2016.
- ↑ "Andaman and Nicobar Islands Government Website". Archived from the original on 26 January 2021. Retrieved 27 January 2021.
- ↑ Sawhney, Pravin (30 January 2019). "A watchtower on the high seas". The Tribune. Archived from the original on 16 April 2019. Retrieved 16 April 2019.
- ↑ "Andaman and Nicobar Command (ANC)". Drishti IAS (in ଇଂରାଜୀ). Retrieved 8 December 2020.
- ↑ http://science.sciencemag.org/content/311/5760/470.1
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |