ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ

Coordinates: 11°41′N 92°46′E / 11.68°N 92.77°E / 11.68; 92.77
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ
ଫାଇଲ:Barren island.jpg
(ଉପର ଆଡୁ ଘଣ୍ଟାଘୂର୍ଣ୍ଣନ ଦିଗରେ) [[ବ୍ୟାରେନ ଦ୍ୱୀପ (ଆଣ୍ଡାମାନ ଦ୍ୱୀପପୁଞ୍ଜ)|ବ୍ୟାରେନ ଦ୍ୱୀପ], ରୋସ ଏବଂ ସ୍ମିଥ ଦ୍ୱୀପପର ବେଳାଭୂମି; ଆଣ୍ଡାମାନ ଦ୍ୱୀପରେ ସୂର୍ଯ୍ୟାସ୍ତ; ଆଣ୍ଡାମାନରେ ଡାଇଭିଂ
Official logo of ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ
ଭାରତରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅବସ୍ଥିତି
ଭାରତରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅବସ୍ଥିତି
Coordinates (ପୋର୍ଟ ବ୍ଲେୟାର): 11°41′N 92°46′E / 11.68°N 92.77°E / 11.68; 92.77
ଦେଶ India
ସ୍ଥାପିତ୧୯୫୬ ମସିହା ନଭେମ୍ବର ମାସ ପ୍ରଥମ ଦିବସ
ରାଜଧାନୀ ଓ ବୃହତ୍ତମ ସହରପୋର୍ଟ ବ୍ଲେୟାର
ଜିଲ୍ଲା
Government
 • ଉପରାଜ୍ୟପାଳଆଡମିରାଲ (ଅବସରପ୍ରାପ୍ତ) ଦେବେନ୍ଦ୍ର କୁମାର ଜୋଶୀ
 • ମୁଖ୍ଯ ସଚିବଚେତନ ଭୂଷଣ ସଙ୍ଗୀ, IAS
 • ଲୋକ ସଭା ନିର୍ବାଚନ ମଣ୍ଡଳୀବିଷ୍ଣୁ ପଦ ରାୟ (ଭାଜପା)
 • ଉଚ୍ଚ ନ୍ୟାୟାଳୟକଲିକତା ଉଚ୍ଚ ନ୍ୟାୟାଳୟ - ପୋର୍ଟ ବ୍ଲେୟାର ଖଣ୍ଡପୀଠ
Area
 • ସମୁଦାୟ8249 km2 (3,185 sq mi)
 • Rank୨୮ତମ
Population
 (୨୦୧୨)[୨]
 • Total୩୮୦୫୨୦
 • Density46/km2 (120/sq mi)
ଭାଷା[୩]
 • ଆଧିକାରିକହିନ୍ଦୀ, ଇଂରାଜୀ[୩]
 • କଥିତବଙ୍ଗାଳୀ, ହିନ୍ଦୀ, ତମିଳ, ତେଲୁଗୁ, ମଲୟାଲମ, ନିକୋବରୀ, କୁରୁଖ, ମୁଣ୍ଡା, ଖରିଆ[୪]
Time zoneUTC+୦୫:୩୦ (ଭାମାସ)
ISO 3166 codeIN-AN
ମାବିସୂ (2018)Increase୦.୭୩୯(ଉଚ୍ଚ) • ଷଷ୍ଠ
Websitewww.andaman.gov.in
Symbols of Andaman and Nicobar Islands
Emblemଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୋହର
Mottoସତ୍ଯମେବ ଜୟତେ
(ସତ୍ୟର ଜୟ ହୁଏ)
Mammalଦୁଗୋଂ
ପକ୍ଷୀଆଣ୍ଡାମାନ କାଠ ପାରା
ପୁଷ୍ପଲାଜର୍ଷ୍ଟୋଏମିଆ ସ୍ପେସିଓସା ପ୍ୟିନ୍ମା
ବୃକ୍ଷବାମ ଆଣ୍ଡାମାନ ପଦୌକ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ ଅଟେ । ଏହା ଅଧୀନରେ ୮୩୬ଟି ଦ୍ୱୀପ ରହିଛି, ଯାହାର ୩୮ ଦ୍ୱୀପରେ ଜନବସତି ସ୍ଥାପନ ହୋଇଛି । ଏହି ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗରବଙ୍ଗୋପସାଗରର ମିଳନ ସ୍ଥଳରେ ଅବସ୍ଥିତ ।[୫][୬]

ଏହି ରାଜ୍ଯକ୍ଷେତ୍ରଟି ଇଣ୍ଡୋନେସିଆର ଆକେଃଠାରୁ ପ୍ରାୟ ୧୫୦ କି.ମି. ଦୂରରେ ଅବସ୍ଥିତ । ଏହା ଶ୍ୟାମଦେଶବ୍ରହ୍ମଦେଶଠାରୁ ଆଣ୍ଡାମାନ ସାଗର ଦ୍ୱାରା ପୃଥକ୍ ହୋଇଛି । ଏଥିରେ ଦୁଇଟି ଦ୍ୱୀପଗୋଷ୍ଠୀ ରହିଛି; (ଆଂଶିକ) ଆଣ୍ଡାମାନ ଦ୍ୱୀପପୁଞ୍ଜନିକୋବର ଦ୍ୱୀପପୁଞ୍ଜ, ଯାହା ପରସ୍ପରଠାରୁ ୧୫୦ କି.ମି. ଚଉଡାର ଦଶ ଡିଗ୍ରୀ ପ୍ରଣାଳୀଦ୍ୱାରା ପୃଥକ୍ ହୋଇଛନ୍ତି (ଏହି ପ୍ରଣାଳୀଟି ୧୦°ଉ. ଅକ୍ଷାଂଶରେ ରହିଛି ଏବଂ ଏହାର ଉତ୍ତରକୁ ଆଣ୍ଡାମାନ ଦ୍ୱୀପପୁଞ୍ଜ ଓ ଦକ୍ଷିଣକୁ ନିକୋବର ଦ୍ୱୀପପୁଞ୍ଜ ରହିଛି) । ଏହାର ପୂର୍ବରେ ଆଣ୍ଡାମାନ ସାଗର ଓ ପଶ୍ଚିମରେ ବଙ୍ଗୋପସାଗର ଅବସ୍ଥିତ ।

ଏହାର ରାଜଧାନୀ ଓ ବୃହତ୍ତମ ସହର ହେଉଛି ପୋର୍ଟ ବ୍ଲେୟାର । ଏହି ଦ୍ୱୀପପୁଞ୍ଜର ସର୍ବମୋଟ କ୍ଷେତ୍ରଫଳ ହେଉଛି, ପ୍ରାୟ ୮୨୪୯ ବର୍ଗ କି.ମି. । ଦ୍ୱୀପପୁଞ୍ଜକୁ ତିନୋଟି ଜିଲ୍ଲାରେ ବଣ୍ଟନ କରାଯାଇଛି: ନିକୋବର ଜିଲ୍ଲା, ଦକ୍ଷିଣ ଆଣ୍ଡାମାନ ଜିଲ୍ଲା ଏବଂ ଉତ୍ତର ଓ ମଧ୍ଯ ଆଣ୍ଡାମାନ ଜିଲ୍ଲା

ଭାରତୀୟ ସୈନ୍ଯବାହିନୀର ଏକମାତ୍ର ତ୍ରିସୈବିକ ଭୌଗଳିକ ଶାଖା, ଆଣ୍ଡାମାନ ଓ ନିକୋବର କମାଣ୍ଡ ଏଠାରେ ରଖାଯାଇଛି ।[୭]

ଇତିହାସ[ସମ୍ପାଦନା]

ଆଦିମ ଅଧିବାସୀ[ସମ୍ପାଦନା]

ପ୍ରାରମ୍ଭିକ ପୁରାତତ୍ନ ବିଭାଗର ଅନୁସନ୍ଧାନରୁ ଯାହା ଜଣାପଡେ ଏଠାରେ ୨୨୦୦ ବର୍ଷ ପୁର୍ବରୁ ଲୋକମାନେ ରହୁଛନ୍ତି ।[୮]


ସେଲୁଲାର ଜେଲ




ଆଧାର[ସମ୍ପାଦନା]

  1. "Andaman and Nicobar Administration". And.nic.in. Archived from the original on 18 February 2015. Retrieved 8 July 2013.
  2. Census of India Archived 14 June 2007 at the Wayback Machine., 2011. Census Data Online, Population.
  3. ୩.୦ ୩.୧ "50th Report of the Commissioner for Linguistic Minorities in India" (PDF). 16 July 2014. p. 109. Archived from the original (PDF) on 22 March 2015. Retrieved 6 November 2016.
  4. "www.andaman.gov.in". Archived from the original on 20 November 2016. Retrieved 27 November 2016.
  5. "Andaman and Nicobar Islands Government Website". Retrieved 27 January 2021.
  6. Sawhney, Pravin (30 January 2019). "A watchtower on the high seas". The Tribune. Archived from the original on 16 April 2019. Retrieved 16 April 2019.
  7. "Andaman and Nicobar Command (ANC)". Drishti IAS (in ଇଂରାଜୀ). Retrieved 8 December 2020.
  8. http://science.sciencemag.org/content/311/5760/470.1