କୁହୁଡ଼ି (ଗାଆଁ)

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୁହୁଡି
ଗ୍ରାମ
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ପଞ୍ଚାୟତ ସମିତିକୁହୁଡି ପଞ୍ଚାୟତ ସମିତି
ଗ୍ରାମ ପଞ୍ଚାୟତସୋରଣ ଗ୍ରାମ ପଞ୍ଚାୟତ
ତହସିଲଟାଙ୍ଗୀ
Time zoneIST (+୫.୩୦)
ଡାକ କୋଡ଼
୭୫୨୦୨୭[୧]
Area code+୦୬୭୫୬
ଯାନବାହାନ ପଞ୍ଚୀକରଣOD/୦୨

କୁହୁଡି ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଖୁର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

  • ନିକଟତମ ରେଳ ଷ୍ଟେସନ: କୁହୁଡି ରେଳ
  • ନିକଟତମ ବସ ସେବା: କୁହୁଡି

ଶିକ୍ଷା[ସମ୍ପାଦନା]

ଗ୍ରାମରେ ଜନତା ଉଚ୍ଚ ବିଦ୍ୟାଳୟ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ତିନିଟି ପ୍ରାଥମିକ ବିଦ୍ୟାଳୟ ଅଛି । ନିକଟତମ ମହାବିଦ୍ୟାଳୟ ଜନତା ମାହାବିଦ୍ୟାଳୟ ।

ମନୋରଞ୍ଜନ[ସମ୍ପାଦନା]

  • ଗ୍ରାମରେ ପ୍ରତି ବର୍ଷ ଜନତା ଉଚ୍ଚ ବିଦ୍ୟାଳୟଠାରେ ମାହାବୀର ଫୁଟବଲ୍ କପ ଖେଳାଜାଏ ଯେଉଂଠି ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଯୋଗୀମାନେ ଭାଗ ନିଅନ୍ତି।
  • ଗ୍ରାମରେ ଏକ ସିନେମା ହଲ୍ ଭି ଅଛି।

ଆଧାର[ସମ୍ପାଦନା]