୫ମ ଲୋକ ସଭା

ଉଇକିପିଡ଼ିଆ‌ରୁ

ଭାରତର ୫ମ ଲୋକ ସଭାକୁ ୧୯୭୧ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୫ ମାର୍ଚ୍ଚ ୧୯୭୧ରୁ ୧୮ ଜାନୁଆରୀ ୧୯୭୭ । ଭାରତୀୟ ସଂସଦର ଦୁଇଟି ବିଭାଗ ମଧ୍ୟରୁ ଲୋକ ସଭା ହେଉଛି ସିଧାସଳଖ ଲୋକମାନଙ୍କଦ୍ୱାରା ନିର୍ବାଚିତ ସଭ୍ୟଙ୍କ ସଭାଗୃହ ବା ସଂସଦର ତଳ ସଦନ । ୧୯୭୧ ମସିହାର ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଇନ୍ଦିରା ଗାନ୍ଧୀ ଏହାର ପୂର୍ବ ୪ର୍ଥ ଲୋକ ସଭାର ପ୍ରଧାନମନ୍ତ୍ରୀ ଥିଲେ । ଏହି ଲୋକ ସଭାର ପରବର୍ତ୍ତୀ ୬ଷ୍ଠ ଲୋକ ସଭା ପାଇଁ ୧୯୭୭ରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୨୧୭ଟି ଆସନରେ ପରାଜିତ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ[ସମ୍ପାଦନା]

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ[ସମ୍ପାଦନା]

ବିଭିନ୍ନ ରାଜନୈତିକ ଦଳରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି[୨]-

କ୍ରମିକ ସଂଖ୍ୟା ରାଜନୈତିକ ଦଳ ସଦସ୍ୟଙ୍କ ସଂଖ୍ୟା
କଂଗ୍ରେସ ୩୫୨
ଭାରତୀୟ କମୁନିଷ୍ଟ ଦଳ ୨୫
କମୁନିଷ୍ଟ ଦଳ ୨୩
ଡି.ଏମ୍.କେ ୨୩
ଜନ ସଂଘ ୨୨
କଂଗ୍ରେସ (ଓ) ୧୬
ସ୍ୱାଧୀନ ୧୪
ତେଲେଙ୍ଗାନା ପ୍ରଜା ସମିତି ୧୦
ସ୍ୱତନ୍ତ୍ର ଦଳ
୧୦ ଆର୍.ଏସ୍.ପି
୧୧ ସାମୁଖ୍ୟ ସୋସିଆଲିଷ୍ଟ ଦଳ
୧୨ କେରଳ କଂଗ୍ରେସ
୧୩ ଏ.ଆଇ.ଏଫ୍.ବି
୧୪ ଇଣ୍ଡିଆନ ୟୁନିଅନ ମୁସ୍‌ଲିମ୍ ଲିଗ୍
୧୫ ପ୍ରଜା ସୋସିଆଲିଷ୍ଟ ଦଳ
୧୬ ଅକାଳୀ ଦଳ
୧୭ ଅଲ୍ ପାର୍ଟି ହିଲ୍ ଲିଡରର୍ସ କନ୍‌ଫରେନ୍ସ
୧୮ ବଙ୍ଗଳା କଂଗ୍ରେସ
୧୯ ଭାରତୀୟ କ୍ରାନ୍ତି ଦଳ
୧୯ ଝଙ୍କଡ଼ ଦଳ
୨୦ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ
୨୧ ୟୁନାଇଟେଡ୍ ଗୋନ୍‌ସା
୨୨ ଉତ୍କଳ କଂଗ୍ରେସ
୨୩ ବିଶାଳ ହରିଆଣା ଦଳ

ଆଧାର[ସମ୍ପାଦନା]

  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  2. http://164.100.47.132/lssnew/Members/partyar.aspx?lsno=6