Jump to content

"ଭୂମିକା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୮ କ ଧାଡ଼ି: ୨୮ କ ଧାଡ଼ି:
୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର [[ତୁ ମୋ ଲଭ୍ ଷ୍ଟୋରୀ]]ରେ ନାୟିକା ଭାବରେ ଅଭିନୟ କରିଥିଲେ ।<ref>{{cite web|title=Tu Mo Love Story Odia Film of Swaraj and Bhumika|url=http://www.odiainfo.in/2017/04/tu-mo-love-story-odia-film-of-swaraj.html|publisher=OdiaInfo.in|accessdate=6 April 2017}}</ref> <ref>{{cite news|title=ନୂଆ ନାୟିକାଙ୍କ ପରୀକ୍ଷାଗାର|url=http://samajaepaper.in/epaperimages/03092017/03092017-md-sn-8/292017211747173.jpg|accessdate=8 September 2017|newspaper=ସମାଜ|date=3 September 2017}}</ref> ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ [[ସ୍ୱରାଜ ବାରିକ]] ଅଭିନୟ କରିଥିଲେ ।<ref>{{cite news|title=ନୂଆ ଉପାୟ|url=http://samajaepaper.in/epaperimages/02042017/02042017-md-sn-8/14201720215304.jpg|accessdate=6 April 2017|newspaper=[[ସମାଜ]]|date=2 April 2017}}</ref><ref name="ପରୀକ୍ଷା ଦେବେ ଭୂମିକା"/> ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ [[ମିହିର ଦାସ]], [[ପ୍ରଜ୍ଞା ଖଟୁଆ]], [[ମନୋଜ ମିଶ୍ର]], ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ ।<ref name="ତୁ ମୋ ଲଭ୍ ଷ୍ଟୋରୀ">{{cite news|title=Tu Mo Love Story- Teen Age Love Story Based Odia Movie Releasing on 7th April|url=http://enewsodia.com/tu-mo-love-story-teen-age-love-story-based-odia-movie-releasing-on-7th-april/|accessdate=6 April 2017|newspaper=E News ଓଡ଼ିଆ|date=5 April 2017}}</ref> ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ।
୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର [[ତୁ ମୋ ଲଭ୍ ଷ୍ଟୋରୀ]]ରେ ନାୟିକା ଭାବରେ ଅଭିନୟ କରିଥିଲେ ।<ref>{{cite web|title=Tu Mo Love Story Odia Film of Swaraj and Bhumika|url=http://www.odiainfo.in/2017/04/tu-mo-love-story-odia-film-of-swaraj.html|publisher=OdiaInfo.in|accessdate=6 April 2017}}</ref> <ref>{{cite news|title=ନୂଆ ନାୟିକାଙ୍କ ପରୀକ୍ଷାଗାର|url=http://samajaepaper.in/epaperimages/03092017/03092017-md-sn-8/292017211747173.jpg|accessdate=8 September 2017|newspaper=ସମାଜ|date=3 September 2017}}</ref> ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ [[ସ୍ୱରାଜ ବାରିକ]] ଅଭିନୟ କରିଥିଲେ ।<ref>{{cite news|title=ନୂଆ ଉପାୟ|url=http://samajaepaper.in/epaperimages/02042017/02042017-md-sn-8/14201720215304.jpg|accessdate=6 April 2017|newspaper=[[ସମାଜ]]|date=2 April 2017}}</ref><ref name="ପରୀକ୍ଷା ଦେବେ ଭୂମିକା"/> ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ [[ମିହିର ଦାସ]], [[ପ୍ରଜ୍ଞା ଖଟୁଆ]], [[ମନୋଜ ମିଶ୍ର]], ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ ।<ref name="ତୁ ମୋ ଲଭ୍ ଷ୍ଟୋରୀ">{{cite news|title=Tu Mo Love Story- Teen Age Love Story Based Odia Movie Releasing on 7th April|url=http://enewsodia.com/tu-mo-love-story-teen-age-love-story-based-odia-movie-releasing-on-7th-april/|accessdate=6 April 2017|newspaper=E News ଓଡ଼ିଆ|date=5 April 2017}}</ref> ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ।


ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା କଥାଚିତ୍ର [[ହିରୋ ନଂ ୱାନ୍]]ରେ ଭୂମିକା ନାୟକ [[ବାବୁଶାନ୍]]‌ଙ୍କ ସ‌ହ ଅଭିନୟ କରିଥିଲେ ।<ref>{{cite news|title=ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର|url=http://sambad.in/news/entertainment/new-entry-in-puja-bazar-of-odia-movies/79022.html|accessdate=26 September 2017|newspaper=ସମ୍ୱାଦ|date=26 September 2017}}</ref> ଏଥିରେ ସେ ଜଣେ ମ‌ହିଳା ସମ୍ବାଦ‌ଦାତା ଭାବରେ ଅଭିନୟ କରିଥିଲେ ।<ref>{{cite news|title=‘ହିରୋ ନମ୍ବର ଓ୍ଵାନ୍‌’ରେ କେଉଁ ଭୂମିକାରେ ଅଛନ୍ତି ଓଲିଉଡ୍‌ ନାୟିକା ଭୂମିକା?|url=http://www.sambad.in/news/entertainment/bhumika-in-hero-number-one/75765.html|accessdate=10 September 2017|newspaper=ସମ୍ବାଦ|date=9 September 2017}}</ref>
୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା କଥାଚିତ୍ର [[ହିରୋ ନଂ ୱାନ୍]]ରେ ଭୂମିକା ନାୟକ [[ବାବୁଶାନ୍]]‌ଙ୍କ ସ‌ହ ଅଭିନୟ କରିଥିଲେ ।<ref>{{cite news|title=ଭୂମିକାଙ୍କ ନୂଆ ଭୂମିକା|url=http://www.samajalive.in/post.php?ref=7728&post=bhu|accessdate=8 September 2017|newspaper=samaj live|date=7 August 2017}}</ref><ref>{{cite news|title=ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !|url=http://sambad.in/news/entertainment/puja-cinema-market-will-be-dominated-by-three-ollywood-star/77975.html|accessdate=21 September 2017|newspaper=sambad.in|date=20 September 2017}}</ref><ref>{{cite news|title=Hero No.1 Babusan Bhoomika Odia New Movie Info, Cast, Crews, Mp3 Songs, HD Videos, Reviews|url=http://www.odia360.com/2017/08/hero-no1-babusan-bhoomika-odia-new.html|accessdate=8 September 2017|newspaper=Odia360.com|date=11 August 2017}}</ref><ref>{{cite news|title=ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର|url=http://sambad.in/news/entertainment/new-entry-in-puja-bazar-of-odia-movies/79022.html|accessdate=26 September 2017|newspaper=ସମ୍ୱାଦ|date=26 September 2017}}</ref> ଏଥିରେ ସେ ଜଣେ ମ‌ହିଳା ସମ୍ବାଦ‌ଦାତା ଭାବରେ ଅଭିନୟ କରିଥିଲେ ।<ref>{{cite news|title=‘ହିରୋ ନମ୍ବର ଓ୍ଵାନ୍‌’ରେ କେଉଁ ଭୂମିକାରେ ଅଛନ୍ତି ଓଲିଉଡ୍‌ ନାୟିକା ଭୂମିକା?|url=http://www.sambad.in/news/entertainment/bhumika-in-hero-number-one/75765.html|accessdate=10 September 2017|newspaper=ସମ୍ବାଦ|date=9 September 2017}}</ref> ତାପସ ସରଘରିଆ ପୁଣିଥରେ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news|title=ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!|url=http://sambad.in/entertainment/ollywood-puja-bazar-3356/|accessdate=1 October 2017|newspaper=sambad.in|date=29 September 2017}}</ref><ref name="Sala Tu Pyar Bala"/><ref>{{cite news|title=Babushan Mohanty And Bhoomika Dash In The Upcoming Movie “Hero No 1”|url=https://enewsodia.com/babushan-mohanty-and-bhoomika-dash-in-the-upcoming-movie-hero-no-1/|accessdate=8 September 2017|newspaper=E News ଓଡ଼ିଆ|date=21 July 2017}}</ref> ଏହି କଥାଚିତ୍ରଟିରେ [[ମିହିର ଦାସ]], [[କୁନା ତ୍ରିପାଠୀ]], [[ପିଣ୍ଟୁ ନନ୍ଦ]], ଦୀପକ ମିଶ୍ର, ଅସୀତ ପତି, [[ପୁଷ୍ପା ପଣ୍ଡା]], [[ପ୍ରଦ୍ୟୁମ୍ନ ଲେଙ୍କା]] ଆଦି କଳାକାରମାନେ ଅଭିନୟ କରିଥିଲେ ।<ref name="ପୂଜା ଲଢ଼େଇ">{{cite news|title=କାବୁଲା ଶିବା ଦେବେ ହିରୋକୁ ଟକ୍କର|url=http://samajaepaper.in/epaperimages/24092017/24092017-md-sn-8/2392017202335704.jpg|accessdate=30 September 2017|newspaper=[[ସମାଜ]]|date=24 September 2017}}</ref><ref>{{cite news|title=ପୂଜାରେ ତିନି|url=http://sambad.in/news/entertainment/77650.html|accessdate=21 September 2017|newspaper=ସମ୍ବାଦ|date=18 September 2017}}</ref>


==ଅଭିନୀତ କଥାଚିତ୍ର==
==ଅଭିନୀତ କଥାଚିତ୍ର==

୧୧:୧୬, ୧ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଭୂମିକା ଦାଶ
ଜନ୍ମ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩ରୁ- ଏବେଯାଏଁ

ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ ।[] ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।[]

ପ୍ରାରମ୍ଭିକ ଜୀବନ

ଭୂମିକା ଏବେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ମୁଖ୍ୟ ନାୟିକା ଭାବରେ ଦୁଇଟି ଚଳଚ୍ଚିତ୍ର କରିସାରିବା ପରେ ଦଶମ ବୋର୍ଡ଼ ପରୀକ୍ଷା ପାଇଁ କିଛିଦିନ ପାଇଁ ଚଳଚ୍ଚିତ୍ର ଜଗତରୁ ବିରତି ନେଇଥିଲେ ।[]

ଅଭିନୟ ଜୀବନ

ଭୂମିକା ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ହରିହରି ମହାପାତ୍ର, ମିହିର ଦାସ, ହର ପଟ୍ଟନାୟକ, ପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହା ପରେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ଚଳଚ୍ଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ୫ମ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା ।[]

୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ନାୟିକା ଭାବରେ ଅଭିନୟ କରିଥିଲେ ।[] [] ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ ।[][] ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ମିହିର ଦାସ, ପ୍ରଜ୍ଞା ଖଟୁଆ, ମନୋଜ ମିଶ୍ର, ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ ।[] ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ।

୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା କଥାଚିତ୍ର ହିରୋ ନଂ ୱାନ୍ରେ ଭୂମିକା ନାୟକ ବାବୁଶାନ୍‌ଙ୍କ ସ‌ହ ଅଭିନୟ କରିଥିଲେ ।[][୧୦][୧୧][୧୨] ଏଥିରେ ସେ ଜଣେ ମ‌ହିଳା ସମ୍ବାଦ‌ଦାତା ଭାବରେ ଅଭିନୟ କରିଥିଲେ ।[୧୩] ତାପସ ସରଘରିଆ ପୁଣିଥରେ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୪][୧୫][୧୬] ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।[୧୭][୧୮]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୨୦୧୩ ରୁମ୍‌କୁ ଝୁମାନା ଶିଶୁ କଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୧୫ ଗପ ହେଲେ ବି ସତ ବର୍ଷା
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ ନାୟିକା ଭାବରେ ପ୍ରଥମ ଅଭିନୟ
୨୦୧୭ ହିରୋ ନଂ ୱାନ୍ ୨ୟ କଥାଚିତ୍ର

ପୁରସ୍କାର ଏବଂ ସମ୍ମାନ

୨୦୧୪: ୫ମ ତରଙ୍ଗ ସିନେ ଆୱାର୍ଡ଼- ଶ୍ରେଷ୍ଠ ଶିଶୁ କଳାକାର[]

ଆଧାର

  1. ""Bhoomika Dash"- Ready To Bind Audiance With Her Superb Acting Skills". E News ଓଡ଼ିଆ. 13 February 2017. Retrieved 6 April 2017.
  2. "Gaap". ଓ ଟିଭି. 3 April 2017. Retrieved 7 April 2017.
  3. ୩.୦ ୩.୧ "ପରୀକ୍ଷା ଦେବେ ଭୂମିକା ! ଅଭିନୟରୁ ନେଲେ ବିରତି !". କନକ ନ୍ୟୁଜ୍. 1 November 2017. Retrieved 1 November 2017.
  4. ୪.୦ ୪.୧ "Tarang Cine Awards 2014 Winners". IncredibleOrissa.com. 10 March 2014. Retrieved 7 April 2017.
  5. "Tu Mo Love Story Odia Film of Swaraj and Bhumika". OdiaInfo.in. Retrieved 6 April 2017.
  6. "ନୂଆ ନାୟିକାଙ୍କ ପରୀକ୍ଷାଗାର". ସମାଜ. 3 September 2017. Retrieved 8 September 2017.
  7. "ନୂଆ ଉପାୟ". ସମାଜ. 2 April 2017. Retrieved 6 April 2017.
  8. "Tu Mo Love Story- Teen Age Love Story Based Odia Movie Releasing on 7th April". E News ଓଡ଼ିଆ. 5 April 2017. Retrieved 6 April 2017.
  9. "ଭୂମିକାଙ୍କ ନୂଆ ଭୂମିକା". samaj live. 7 August 2017. Retrieved 8 September 2017.
  10. "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Retrieved 21 September 2017.
  11. "Hero No.1 Babusan Bhoomika Odia New Movie Info, Cast, Crews, Mp3 Songs, HD Videos, Reviews". Odia360.com. 11 August 2017. Retrieved 8 September 2017.
  12. "ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର". ସମ୍ୱାଦ. 26 September 2017. Retrieved 26 September 2017.
  13. "'ହିରୋ ନମ୍ବର ଓ୍ଵାନ୍‌'ରେ କେଉଁ ଭୂମିକାରେ ଅଛନ୍ତି ଓଲିଉଡ୍‌ ନାୟିକା ଭୂମିକା?". ସମ୍ବାଦ. 9 September 2017. Retrieved 10 September 2017.
  14. "ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  15. ଆଧାର ଭୁଲ: ଅଚଳ <ref> ଚିହ୍ନ; Sala Tu Pyar Bala ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  16. "Babushan Mohanty And Bhoomika Dash In The Upcoming Movie "Hero No 1"". E News ଓଡ଼ିଆ. 21 July 2017. Retrieved 8 September 2017.
  17. "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.
  18. "ପୂଜାରେ ତିନି". ସମ୍ବାଦ. 18 September 2017. Retrieved 21 September 2017.