ତ୍ରୟୋଦଶୀ
ଉଇକିପିଡ଼ିଆ ରୁ
'ତ୍ରୟୋଦଶୀ' ଚନ୍ଦ୍ରପକ୍ଷର ତ୍ରୟୋଦଶ ଦିବସ - ଚନ୍ଦ୍ରର ତ୍ରୟୋଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଦ୍ଵାଦଶୀର ପରବର୍ତ୍ତୀ ଓ ଚତୁର୍ଦ୍ଦଶୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ତ୍ରୟୋଦଶୀକୁ କୃଷ୍ଣା ତ୍ରୟୋଦଶୀ ଓ ଶୁକ୍ଳପକ୍ଷର ତ୍ରୟୋଦଶୀକୁ ଶୁକ୍ଳା ତ୍ରୟୋଦଶୀ କହାଯାଇଥାଏ ।
ପର୍ବପର୍ବାଣୀ [ସମ୍ପାଦନା]
- ଚୈତ୍ର କୃଷ୍ଣ ତ୍ରୟୋଦଶୀ: ବାରୁଣୀ ସ୍ନାନ
- ଚୈତ୍ର ଶୁକ୍ଳା ତ୍ରୟୋଦଶୀ- ମଦନ ତ୍ରୟୋଦଶୀ
ଆଧାର [ସମ୍ପାଦନା]
|
|||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |