ଚୈତ୍ର
ଦେଖଣା
(Chaitraରୁ ଲେଉଟି ଆସିଛି)
ଚିତ୍ରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଚୈତ୍ର ବା ଚଇତ (ଚଇତ୍ର ନାମରେ ମଧ୍ୟ ଜଣା) ମାସ କୁହାଯାଏ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦ୍ୱାଦଶ ବା
ଶେଷ ମାସ। ଏହାର ପୂର୍ବବର୍ତ୍ତୀ ମାସ ଫାଲ୍ଗୁନ ଓ ପରବର୍ତ୍ତୀ ମାସ ବୈଶାଖ । ଚୈତ୍ର ଓ ଏହାର ପୂର୍ବବର୍ତ୍ତୀ ମାସ ଫାଲ୍ଗୁନ ବସନ୍ତ ଋତୁ।
ପର୍ବପର୍ବାଣି
[ସମ୍ପାଦନା]- କୃଷ୍ଣ ପ୍ରତିପଦ: ହୋଲି
- କୃଷ୍ଣ ଚତୁର୍ଥୀ ଓ ପଞ୍ଚମୀ: ତାରାତାରିଣୀ ଯାତ୍ରା
- କୃଷ୍ଣ ଷଷ୍ଠୀ: ପଞ୍ଚୁଦୋଳ ଓ ସ୍କନ୍ଧଷଷ୍ଠୀ
- ପ୍ରତ୍ୟେକ ମଙ୍ଗଳବାର: ମଙ୍ଗଳବାର ଓଷା
- କୃଷ୍ଣ ଏକାଦଶୀ: ପାପମୋଚନୀ ଏକାଦଶୀ
- କୃଷ୍ଣ ତ୍ରୟୋଦଶୀ: ବାରୁଣୀ ସ୍ନାନ
- ଶୁକ୍ଳ ନବମୀ: ରାମ ନବମୀ
- ଶୁକ୍ଳ ଏକାଦଶୀ: କାମଦା ଏକାଦଶୀ
- ଶୁକ୍ଳ ତ୍ରୟୋଦଶୀ: ଅନଙ୍ଗ ତ୍ରୟୋଦଶୀ
- ପୂର୍ଣ୍ଣିମା: ଚୈତ୍ର ପୂର୍ଣ୍ଣିମା, ହନୁମାନ ଜୟନ୍ତୀ[୧]
ଆଧାର
[ସମ୍ପାଦନା]- ↑ Manish Verma (2013). Fasts and Festivals of India. Diamond Pocket Books (P) Ltd. pp. 19–. ISBN 978-81-7182-076-4.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |