ରଥ ସପ୍ତମୀ

ଉଇକିପିଡ଼ିଆ ରୁ
ରଥ ସପ୍ତମୀ
ରଥ ସପ୍ତମୀ
ସୂର୍ଯ୍ୟ ନିଜ ପତ୍ନୀ ସରନ୍ୟୁ ଓ ଛାୟାଙ୍କ ସହ
ଅନ୍ୟ ନାଆଁ ମାଘ ସପ୍ତମୀ, ସୂର୍ଯ୍ୟ ଜୟନ୍ତୀ
ପାଳନକାରୀ ହିନ୍ଦୁ
ତାରିଖ ମାଘ ଶୁକ୍ଳ ସପ୍ତମୀ
୨୦୧୪ ତାରିଖ ୧୭ ଫେବୃଆରୀ
ସମ୍ପର୍କିତ ସୂର୍ଯ୍ୟଙ୍କ ପୂଜା ଓ ଉପାସନା

ମାଘ ଶୁକ୍ଳ ସପ୍ତମୀ ଦିନଟି ରଥ ସପ୍ତମୀ ଭାବେ ପାଳନ କରାଯାଏ ।[୧]ସୂର୍ଯ୍ୟ ଦେବତାଙ୍କର ଉପାସନା ଏଇ ଦିନ କରାଯାଏ ।

ଅଞ୍ଚଳ[ସମ୍ପାଦନା]

କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି । ସୂର୍ଯ୍ୟଙ୍କୁ ସମର୍ପିତ ବିଶ୍ଵବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାହା କୃଷ୍ଣ ପାଗୋଡା ଭାବେ ଖ୍ୟାତ ଏହିଠାରେ ଅବସ୍ଥିତ।

ସଂକ୍ଷେପରେ[ସମ୍ପାଦନା]

ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏଥିରେ ଓଡ଼ିଶା ତଥା ଭାରତର ବିଭିନ୍ନ ଦେଶରୁ ଭକ୍ତମାନେ ଏକତ୍ରିତ ହୋଇଥାନ୍ତି । ତା’ଛଡା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏମିତି ମନୋରମ ଉତ୍ସବର ଆନନ୍ଦ ନେବାପାଇଁ ଆସିଥାନ୍ତି । ଏଇ ଦିନ ମହୋଦଧିରେ ସ୍ନାନ ପୂର୍ବକ ଭକ୍ତମାନେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ଓ ପ୍ରଣାମ କରନ୍ତି ।

ଆଧାର[ସମ୍ପାଦନା]

  1. "Ratha Saptami 2013 Date". hindusphere.com. http://hindusphere.com/ratha-saptami-2013-date/. Retrieved 30 January 2013. "Ratha Saptami falls on the Magha Sukla Paksha Saptami i.e on the seventh day of the waxing phase of the moon in the month of Magha."