ଜ୍ୟୈଷ୍ଠ
ଦେଖଣା
ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଜ୍ୟୈଷ୍ଠ' ବା 'ଜ୍ୟେଷ୍ଠ' ମାସ କୁହାଯାଏ । ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ । ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ଗ୍ରୀଷ୍ମ ଋତୁ । ଜ୍ୟୈଷ୍ଠ ଗ୍ରୀଷ୍ମ ଋତୁର ଶେଷ ମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦ୍ୱିତୀୟ ଚାନ୍ଦ୍ରମାନ ମାସ ଅଟେ।
ପର୍ବପର୍ବାଣି
[ସମ୍ପାଦନା]- କୃଷ୍ଣ ଏକାଦଶୀ: ଅପରା ଏକାଦଶୀ (ଜଳକ୍ରୀଡ଼ା ଏକାଦଶୀ)
- ଅମାବାସ୍ୟା: ସାବିତ୍ରୀ ଓଷା
- ଶୁକ୍ଳ ଷଷ୍ଠୀ: ଶୀତଳ ଷଷ୍ଠୀ ଯାତ୍ରା
- ଶୁକ୍ଳ ଦଶମୀ: ଗଙ୍ଗା ଦଶହରା
- ଶୁକ୍ଳ ଏକାଦଶୀ: ନିର୍ଜଳା ଏକାଦଶୀ
- ପୂର୍ଣ୍ଣିମା: ଦେବ ସ୍ନାନ ପୂର୍ଣ୍ଣିମା
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |