ଜ୍ୟୈଷ୍ଠ

ଉଇକିପିଡ଼ିଆ‌ରୁ

ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଜ୍ୟୈଷ୍ଠ' ବା 'ଜ୍ୟେଷ୍ଠ' ମାସ କୁହାଯାଏ । ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ । ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ଗ୍ରୀଷ୍ମ ଋତୁ । ଜ୍ୟୈଷ୍ଠ ଗ୍ରୀଷ୍ମ ଋତୁର ଶେଷ ମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦ୍ୱିତୀୟ ଚାନ୍ଦ୍ରମାନ ମାସ ଅଟେ।

ପର୍ବପର୍ବାଣି[ସମ୍ପାଦନା]

ଆଧାର[ସମ୍ପାଦନା]