Jump to content

ଌ

ଉଇକିପିଡ଼ିଆ‌ରୁ
(Luରୁ ଲେଉଟି ଆସିଛି)
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
ଅଆଇଈଉ
ଊଋୠଌୡ
ଏଐଓଔ‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କଖଗଘଙ
ଚଛଜଝଞ
ଟଠଡଢଣ
ତଥଦଧନ
ପଫବଭମ
ଯରଳୱୟ
ଲଶଷସହ
କ୍ଷଡ଼ଢ଼
ଓଡ଼ିଆ ସଂଖ୍ୟା
୦୧୨୩୪
୫୬୭୮୯

ଌ ଓଡ଼ିଆ ବର୍ଣ୍ଣମାଳାର ୯ମ ସ୍ୱର ବର୍ଣ୍ଣ । ଏହାର ନାମ "ଦୀର୍ଘ ଋ" । ଏହାର ମାତ୍ରା " ୄ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।

ଉଚ୍ଚାରଣ

ଏହାର ଉଚ୍ଚାରଣ ସ୍ଥାନ ଦନ୍ତ । ଏହାର ଉଚ୍ଚାରଣ ଓଡ଼ିଆରେ "ଲୁ" ବା "ଲୃ" ପରି । ଏହି ଅକ୍ଷର ଥିବା ଶବ୍ଦ ଓଡ଼ିଆରେ ନାହିଁ ।[୧]

ବ୍ୟବହାର

ଦେଶଜ ଶବ୍ଦ

ଅବ୍ୟୟ ପଦ

ୠକାର (" ୄ ")

ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା ।[୧]

କମ୍ପ୍ୟୁଟର କୋଡ଼

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ " ଌ "ର କୋଡ଼ ବିନ୍ଦୁ ହେଲା U+0B60 ଓ "ଌକାର" (" ୢ ")ର କୋଡ଼ ହେଲା : 0B44[୨]

ଆଧାର