Jump to content

ସ୍ୱର ବର୍ଣ୍ଣ

ଉଇକିପିଡ଼ିଆ‌ରୁ
(ସ୍ଵର ବର୍ଣ୍ଣରୁ ଲେଉଟି ଆସିଛି)
ଫାଇଲ:Odia alphabet ସ୍ୱର ବର୍ଣ୍ଣ.svg
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
ଅଆଇଈଉ
ଊଋୠଌୡ
ଏଐଓଔ‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କଖଗଘଙ
ଚଛଜଝଞ
ଟଠଡଢଣ
ତଥଦଧନ
ପଫବଭମ
ଯରଳୱୟ
ଲଶଷସହ
କ୍ଷଡ଼ଢ଼
ଓଡ଼ିଆ ସଂଖ୍ୟା
୦୧୨୩୪
୫୬୭୮୯

ସ୍ୱର ବର୍ଣ୍ଣ

[ସମ୍ପାଦନା]

ବ୍ୟଞ୍ଜନ ବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ହେଉଥିବା ୧୪ଗୋଟି ବର୍ଣ୍ଣକୁ (ଅ, ଆ, ଇ, ଈ, ଉ, ଊ, ଋ, ୠ, ଏ, ଐ, ଓ, ଔ, ଌ, ୡ) ସ୍ୱରବର୍ଣ୍ଣ କୁହାଯାଏ [୧] |

ଓଡ଼ିଆ ସ୍ୱରବର୍ଣ୍ଣମାନେ 'ହ୍ରସ୍ୱ' ଓ 'ଦୀର୍ଘ', ଏହି ଦୁଇ ଶ୍ରେଣୀରେ ବିଭକ୍ତ | ଏହାଛଡ଼ା ବୈଦିକ ଉଚ୍ଚାରଣରେ ସ୍ୱରମାନଙ୍କ ‘ପ୍ଳୁତ’ ଉଚ୍ଚାରଣ ନିର୍ଦ୍ଦିଷ୍ଟ ଅଛି |

ହ୍ରସ୍ୱସ୍ୱର

[ସମ୍ପାଦନା]

ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ଏକମାତ୍ରା ସମୟ ଲାଗେ ସେମାନଙ୍କୁ ହ୍ରସ୍ୱସ୍ୱର କୁହାଯାଏ |

ଦୀର୍ଘସ୍ୱର

[ସମ୍ପାଦନା]

ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ଦ୍ୱିମାତ୍ରା ସମୟ ଲାଗେ ସେମାନଙ୍କୁ ଦୀର୍ଘସ୍ୱର କୁହାଯାଏ |

ପ୍ଳୁତସ୍ୱର

[ସମ୍ପାଦନା]

ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ତ୍ରିମାତ୍ରା ସମୟ ଲାଗେ ସେମାନଙ୍କୁ ପ୍ଳୁତସ୍ୱର କୁହାଯାଏ |