ଆ
ଦେଖଣା
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଆ ଓଡ଼ିଆ ବର୍ଣ୍ଣମାଳାର ୨ୟ ଅକ୍ଷର । ଏହା ଏକ ସ୍ୱର ବର୍ଣ୍ଣ ।
ଉଚ୍ଚାରଣ
[ସମ୍ପାଦନା]ଏହାର ଉଚ୍ଚାରଣ ସ୍ଥାନ କଣ୍ଠ ଓ ଏହା ଏକ ଦୀର୍ଘସ୍ୱର ।[୧]
ବ୍ୟବହାର
[ସମ୍ପାଦନା]ମାତ୍ରା
[ସମ୍ପାଦନା]ଏହାର ମାତ୍ରା " ା " ।
କମ୍ପ୍ୟୁଟର କୋଡ଼
[ସମ୍ପାଦନା]ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B06 ଓ "ଈକାର" (" ୀ ")ର କୋଡ଼ ହେଲା : 0B3E[୨]
ଅର୍ଥ
[ସମ୍ପାଦନା]- ମନ୍ଦ ବା ଅକାଳ
- (ଧ୍ୱନ୍ୟାତ୍ମକ) ବାଜା ବୋଲିବା ଗୀତ ବୋଲିବା ବା ଗାୟକ ଗୀତ ବୋଲିବା ଆଗରୁ ଉଚ୍ଚାରଣ କରିବା ଦୀର୍ଘ ଧ୍ୱନି ।
- (ବିସ୍ମୟସୂଚକ) ଏଁ !, ଓହୋ!, ହା!,
- (ଅଳସ ବ୍ୟଞ୍ଜକ) ହୋଇ -
- (ଅନାଦର ସୂଚକ) ଯା ମଁ
- (ନିଶ୍ଚୟ ଅର୍ଥରେ) ନିଶ୍ଚେ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. [https://web.archive.org/web/20130514155939/http://cbioc.eas.asu.edu/cbioc/chitta/bhashakosha/Garbhagruha/Purnachandra%20Bhashakosha%20Vol%20I/Bhashakosha%20I-1%2C%20folio%2C%201-400.pdf Archived 2013-05-14 at the Wayback Machine. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]. ବିଶ୍ୱନାଥ କର. କଟକ. ପୃ. ୧ (୧୯୩୧)
- ↑ Oriya: Range 0B00-0B7FThe Unicode Standard 6.0. 1900-2001. Unicode.Inc