ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଓଡ଼ିଆ ବର୍ଣ୍ଣମାଳାର ୧୦ମ ସ୍ୱର ବର୍ଣ୍ଣ । ଏହା "ଌ"ର ଦୀର୍ଘ ରୂପ । ଏହାର ମାତ୍ରା " ୆ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ । ସଂସ୍କୃତରେ ଏମିତି କିଛି ଶବ୍ଦଗୁଡ଼ିକ ଅଛି।

ଉଚ୍ଚାରଣ[ସମ୍ପାଦନା]

ଏହାର ଉଚ୍ଚାରଣ ସ୍ଥାନ ଦନ୍ତ । ଏହାର ଉଚ୍ଚାରଣ ଓଡ଼ିଆରେ "ଲୂ" ବା "ଲୄ" ପରି । ଏହି ଅକ୍ଷର ଥିବା ଶବ୍ଦ ଓଡ଼ିଆରେ ନାହିଁ ।[୧]

ବ୍ୟବହାର[ସମ୍ପାଦନା]

ଦେଶଜ ଶବ୍ଦ[ସମ୍ପାଦନା]

ଅବ୍ୟୟ ପଦ[ସମ୍ପାଦନା]

ୡକାର (" ୣ ")[ସମ୍ପାଦନା]

ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା ।[୧]

କମ୍ପ୍ୟୁଟର କୋଡ଼[ସମ୍ପାଦନା]

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ " ୡ "ର କୋଡ଼ ବିନ୍ଦୁ ହେଲା U+0B61 ଓ "ୡକାର" (" ୣ ")ର କୋଡ଼ ହେଲା : U+0B63[୨]

ୡ hexadecimal code (xml/html)[ସମ୍ପାଦନା]

[୩]

ୡ ମାତ୍ରା hexadecimal code (xml/html)[ସମ୍ପାଦନା]

[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୧୦୮୭ (୧୯୩୩)
  2. ହେକ୍ସାଡେସିମାଲ କୋଡ଼ Oriya: Range 0B00-0B7F, Oriya letter vocallic RRThe Unicode Standard 6.0. 1900-2001. Unicode.Inc
  3. "U+0B61 (Oriya Letter Vocalic Ll) - The Unicode Character Reference". Archived from the original on 2016-03-05. Retrieved 2011-08-27.
  4. "Unicode Character U+0B63 Oriya Vowel Sign Vocalic Ll U+0B63 (Oriya Vowel Sign Vocalic Ll) - The Unicode Character Reference". Archived from the original on 2016-03-05. Retrieved 2011-08-27.