ଊ
ଦେଖଣା
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଊ ଓଡ଼ିଆ ବର୍ଣ୍ଣମାଳାର ୫ମ ସ୍ୱର ବର୍ଣ୍ଣ । ଏହାର ନାମ "ଦୀର୍ଘ ଊ" । ଏହାର ମାତ୍ରା " ୂ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ ।
ଉଚ୍ଚାରଣ
[ସମ୍ପାଦନା]ଏହାର ଉଚ୍ଚାରଣ ସ୍ଥାନ ଓଠ ।[୧]
ବ୍ୟବହାର
[ସମ୍ପାଦନା]ଦେଶଜ ଶବ୍ଦ
[ସମ୍ପାଦନା]ଅବ୍ୟୟ ପଦ
[ସମ୍ପାଦନା]- ଦୂରରେ ଥିବା ଲୋକର ଉତ୍ତର ଦେବା ଓ
- ହଠାତ ଭୟ
- ଆଶ୍ଚର୍ଯ୍ୟ
- ହଠାତ କ୍ଲେଶ
- ଶିଶୁଙ୍କୁ ନିଆଁ, ବିଛା ଦି ଦେଖାଇ ଭୟ ଦେଖାଇବା
ଊକାର (" ୂ ")
[ସମ୍ପାଦନା]ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା । ଚାହାଳିରେ ଅବଧାନ ଏହାକୁ ବ ପୁଡ଼ିଆ କହନ୍ତି ।[୧]
କମ୍ପ୍ୟୁଟର କୋଡ଼
[ସମ୍ପାଦନା]ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B0A ଓ "ଈକାର" (" ୀ ")ର କୋଡ଼ ହେଲା : 0B42[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୧୦୬୧ (୧୯୩୩)
- ↑ Oriya: Range 0B00-0B7FThe Unicode Standard 6.0. 1900-2001. Unicode.Inc