୨ (ସଂଖ୍ୟା)

ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ଦ୍ୱିତୀୟ ତଥା ୩ର ପୂର୍ବବର୍ତ୍ତୀ ସଂଖ୍ୟା ।

ଗାଣିତିକ ଧର୍ମ[ସମ୍ପାଦନା]

  • ୨ ହେଉଛି କ୍ଷୁଦ୍ରତମ ମୌଳିକ ସଂଖ୍ୟା[୧]
  • ୨ ଓ ୩ ଦୁଇଟିଯାକ କ୍ରମିକ ସଂଖ୍ୟା ମୌଳିକ ହୋଇଥିବାରୁ ୨କୁ ପ୍ରଥମ ରାମାନୁଜ-ମୌଳିକ ମଧ୍ୟ କହନ୍ତି ।[୨]
  • ୨ ହେଉଛି ଏକମାତ୍ର ଯୁଗ୍ମ ମୌଳିକ ସଂଖ୍ୟା

ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ[ସମ୍ପାଦନା]

  • ୨ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୨,୧୧,୨୦,୨୯) ଭଦ୍ର, କଳାପ୍ରିୟ ତଥା କଳ୍ପନାବିଳାସୀ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।[୩]

ଆଧାର[ସମ୍ପାଦନା]

  1. "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
  2. "Sloane's A104272 : Ramanujan primes". The On-Line Encyclopedia of Integer Sequences. OEIS Foundation. Retrieved 2018-06-13.
  3. Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 37.