ବ୍ୟଞ୍ଜନ ବର୍ଣ୍ଣ
ଦେଖଣା
| ଓଡ଼ିଆ ବର୍ଣ୍ଣମାଳା | |||||
|---|---|---|---|---|---|
| ଓଡ଼ିଆ ସ୍ଵର ବର୍ଣ୍ଣ | |||||
| ଅ | ଆ | ଇ | ଈ | ଉ | |
| ଊ | ଋ | ୠ | ଌ | ୡ | |
| ଏ | ଐ | ଓ | ଔ | | |
| ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
| କ | ଖ | ଗ | ଘ | ଙ | |
| ଚ | ଛ | ଜ | ଝ | ଞ | |
| ଟ | ଠ | ଡ | ଢ | ଣ | |
| ତ | ଥ | ଦ | ଧ | ନ | |
| ପ | ଫ | ବ | ଭ | ମ | |
| ଯ | ର | ଳ | ଵ | ୟ | |
| ହ | କ୍ଷ | ଶ | ଷ | ସ | |
| ଓଡ଼ିଆ ସଂଖ୍ୟା | |||||
| ୦ | ୧ | ୨ | ୩ | ୪ | |
| ୫ | ୬ | ୭ | ୮ | ୯ | |
ବ୍ୟଞ୍ଜନ ବର୍ଣ୍ଣ
[ସମ୍ପାଦନା]‘କ’ଠରୁ ‘ହ’ ପର୍ଯ୍ୟନ୍ତ ୩୩ଟି ବର୍ଣ୍ଣକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ [୧]। ସ୍ୱର ବର୍ଣ୍ଣର ବିନା ସାହାଯ୍ୟରେ ଏହି ବର୍ଣ୍ଣମାନେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ । ୩୩ଟି ବ୍ୟଞ୍ଜନ ବର୍ଣ୍ଣ ୩ଭାଗରେ ବିଭକ୍ତ । ଯଥା: ୧. ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ, ୨. ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଓ ୩. ଉଷ୍ଣବର୍ଣ୍ଣ |
ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ
[ସମ୍ପାଦନା]ଏକସ୍ଥାନରୁ ଉଚ୍ଚାରିତ ହେଉଥିବା ପ୍ରଥମ ୨୫ଟି ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ । ଉଚ୍ଚାରଣ ଭେଦରେ ଏହା ପାଞ୍ଚଶ୍ରେଣୀରେ ବିଭକ୍ତ ଯଥା:
- ‘କ’ ବର୍ଗ: କ, ଖ, ଗ, ଘ, ଙ
- ‘ଚ’ ବର୍ଗ: ଚ, ଛ, ଜ, ଝ, ଞ
- ‘ଟ’ ବର୍ଗ: ଟ, ଠ, ଡ, ଢ, ଣ
- ‘ତ’ ବର୍ଗ: ତ, ଥ, ଦ, ଧ, ନ
- ‘ପ’ ବର୍ଗ: ପ, ଫ, ବ, ଭ, ମ
ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ
[ସମ୍ପାଦନା]ଉଷ୍ଣବର୍ଣ୍ଣ
[ସମ୍ପାଦନା]ଅତିରିକ୍ତ