ୠ
ଦେଖଣା
| ଓଡ଼ିଆ ବର୍ଣ୍ଣମାଳା | |||||
|---|---|---|---|---|---|
| ଓଡ଼ିଆ ସ୍ଵର ବର୍ଣ୍ଣ | |||||
| ଅ | ଆ | ଇ | ଈ | ଉ | |
| ଊ | ଋ | ୠ | ଌ | ୡ | |
| ଏ | ଐ | ଓ | ଔ | | |
| ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
| କ | ଖ | ଗ | ଘ | ଙ | |
| ଚ | ଛ | ଜ | ଝ | ଞ | |
| ଟ | ଠ | ଡ | ଢ | ଣ | |
| ତ | ଥ | ଦ | ଧ | ନ | |
| ପ | ଫ | ବ | ଭ | ମ | |
| ଯ | ର | ଳ | ୱ | ୟ | |
| ଲ | ଶ | ଷ | ସ | ହ | |
| କ୍ଷ | ଡ଼ | ଢ଼ | |||
| ଓଡ଼ିଆ ସଂଖ୍ୟା | |||||
| ୦ | ୧ | ୨ | ୩ | ୪ | |
| ୫ | ୬ | ୭ | ୮ | ୯ | |
ୠ ଓଡ଼ିଆ ବର୍ଣ୍ଣମାଳାର ୮ମ ସ୍ୱର ବର୍ଣ୍ଣ । ଏହାର ନାମ "ଦୀର୍ଘ ଋ" । ଏହାର ମାତ୍ରା " ୄ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।
ଉଚ୍ଚାରଣ
ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା ବା ମୂର୍ଦ୍ଧନୀ । ଏହାର ଉଚ୍ଚାରଣ ଓଡ଼ିଆରେ "ରୂ" ପରି, ହେଲେ ବଙ୍ଗଳାରେ ଏହା "ରୀ" ପରି । ଏହି ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।[୧]
ବ୍ୟବହାର
ଦେଶଜ ଶବ୍ଦ
ଅବ୍ୟୟ ପଦ
ୠକାର (" ୄ ")
ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା ।[୧]
କମ୍ପ୍ୟୁଟର କୋଡ଼
ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B60 ଓ "ୠକାର" (" ୄ ")ର କୋଡ଼ ହେଲା : 0B44[୨]
ଆଧାର
- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୧୦୮୭ (୧୯୩୩)
- ↑ Oriya: Range 0B00-0B7F, Oriya letter vocallic RRThe Unicode Standard 6.0. 1900-2001. Unicode.Inc
