କେରଳ
ଦେଖଣା
(Keralaରୁ ଲେଉଟି ଆସିଛି)
କେରଳ
കേരളം | |
|---|---|
ଭାରତରେ କେରଳର ଅବସ୍ଥାନ | |
କେରଳର ମାନଚିତ୍ର | |
| ଦେଶ | |
| ସ୍ଥାପନ | ୧ ନଭେମ୍ବର ୧୯୫୬ |
| ରାଜଧାନୀ | ଥିରୁଅନନ୍ତପୁରମ |
| ବୃହତ୍ତମ ନଗର | ଥିରୁଅନନ୍ତପୁରମ |
| ଜିଲ୍ଲା ସଂଖ୍ୟା | ୧୪ |
| Government | |
| • ରାଜ୍ୟପାଳ | ରାଜେନ୍ଦ୍ର ଆର୍ଲେକର |
| • ମୁଖ୍ୟମନ୍ତ୍ରୀ | ପିନାରାଇ ବିଜୟନ |
| • ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୧୪୧ ଆସନ) |
| Area | |
| • ସମୁଦାୟ | 38,863 km2 (15,005 sq mi) |
| • Rank | ଷୋଡଶ (୧୬ଶ) |
| Population (୨୦୧୧) | |
| • Total | ୩୩୩୮୭୬୭୭ |
| • Rank | ଦ୍ୱାଦଶ (୧୨ଶ) |
| • Density | 860/km2 (2,200/sq mi) |
| Time zone | UTC+୦୫:୩୦ (IST) |
| ISO 3166 code | IN-KL |
| HDI | |
| HDI କ୍ରମାଙ୍କ | ପ୍ରଥମ (୨୦୦୫) |
| ସାକ୍ଷରତା | ୯୯% |
| ସରକାରୀ ଭାଷା | ମାଲାୟାଲାମ |
| Website | kerala.gov.in |
କେରଳ ( ମାଲାୟଲମ : കേരളം, ଇଂରାଜୀ : Malayalam ) ଭାରତର ମାଲବାର କୂଳରେ ଥିବା ଏକ ରାଜ୍ୟ । ଏହା ୦୧ ନଭେମ୍ବର ୧୯୫୬ ମସିହାରେ States Reorganisation Act ଅନୁସାରେ ଗଠିତ ହୋଇଥିଲା , ଯେଉଁଥିରେ ଦେଶର ସମସ୍ତ ମାଲୟାଲମ ଭାଷାଭାଷୀ ( മലയാളം, मलयाळम् ) ଅଞ୍ଚଳଗୁଡ଼ିକୁ ଏକତ୍ର କରି ଗୋଟିଏ ରାଜ୍ୟ ତିଆରି କରାଯାଇଥିଲା । ୩୮,୮୬୩ ବର୍ଗ କିଲୋମିଟର (୧୫,୦୦୫ ବର୍ଗ ମାଇଲ୍ ) ଅଞ୍ଚଳ ପରିବ୍ୟାପ୍ତ ହୋଇଥିବା କେରଳ ଉତ୍ତର ଓ ଉତ୍ତର-ପୂର୍ବରେ କର୍ଣ୍ଣାଟକ, ପୂର୍ବ ଓ ଦକ୍ଷିଣରେ ତାମିଲନାଡୁ ଏବଂ ପଶ୍ଚିମରେ ଲାକ୍ଷାଦ୍ଵୀପ ସାଗର ଦ୍ବାରା ସୀମାବଦ୍ଧ । ୨୦୧୧ ମସିହାର ସର୍ବେକ୍ଷଣ ଅନୁସାରେ ୩୩ ମିଲିୟନ୍ (୩.୩ କୋଟି) ଜନସଂଖ୍ୟା ସହିତ, କେରଳ ଭାରତର ୧୩ତମ ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ । ଏହାକୁ ୧୪ଟି ଜିଲ୍ଲାରେ ବିଭକ୍ତ କରାଯାଇଛି , ଯାହାର ରାଜଧାନୀ ହେଉଛି ଥିରୁବନନ୍ତପୁରମ । ମାଲାୟାଲାମ ସର୍ବାଧିକ ପ୍ରଚଳିତ ଭାଷା ଏବଂ ଇଂରାଜୀ ସହିତ ଏହାକୁ ରାଜ୍ୟର ଏକ ସରକାରୀ ଭାଷା ଭାବରେ ସ୍ବୀକୃତି ଦିଆଯାଇଛି ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଭାଷା ଓ ସାହିତ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]| Kerala ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
| ଉଇକିକଥାରୁ ଢଗଢମାଳି ଓ କଥାମାନ | |
| ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
| ଉଇକିପୋଥିରେ ପଢ଼ାବହିମାନ | |
Wikivoyage has a travel guide for Kerala.
- Kerala at Curlie
- Government
- Official entry portal Archived 2006-01-18 at the Wayback Machine. of the Government of Kerala
- Department of Tourism, Government of Kerala Archived 2012-08-08 at the Wayback Machine.
- Directorate of Census Operations Archived 2006-10-07 at the Wayback Machine. of Kerala
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |