ଏ. ଶ୍ରୀକର ପ୍ରସାଦ
Appearance
(A. Sreekar Prasadରୁ ଲେଉଟି ଆସିଛି)
ଶ୍ରୀକର ପ୍ରସାଦ | |
---|---|
ଜନ୍ମ | ଅକ୍କିନେନି ଶ୍ରୀକର ପ୍ରସାଦ |
ବୃତ୍ତି | ଭାରତୀୟ କଥାଚିତ୍ର ସଂପାଦକ |
ସକ୍ରିୟ ବର୍ଷ | ୧୯୮୩- ଏପର୍ଯ୍ୟନ୍ତ |
ୱେବସାଇଟ | www |
ଏ ଶ୍ରୀକର ପ୍ରସାଦ ଜଣେ ଜାତୀୟ ପୁରସ୍କର ପ୍ରାପ୍ତ କଥାଚିତ୍ର ସଂପାଦକ ।[୧] ସେ ହିନ୍ଦୀ, ମଲାୟଲମ, ତାମିଲ, ତେଲୁଗୁ, ଇଂରାଜୀ, କନ୍ନଡ଼, ନେପାଳୀ, ପଞ୍ଜାବୀ ଓ ଓଡ଼ିଆ କଥାଚିତ୍ର ସଂପାଦନା କରନ୍ତି । ସେ ୩୫ ବର୍ଷରେ ୬୦୦ରୁ ଅଧିକ କଥାଚିତ୍ରର ସମ୍ପାଦନା କରିଛନ୍ତି ।[୨] ସେ ଅନେକ ଫିଲ୍ମ ଫେୟାର ପୁରସ୍କାର ସହିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।
ଏକାଧିକ ଭାରତୀୟ ଭାଷାର ଚଳଚ୍ଚିତ୍ରରେ କାମ କରିଥିବାରୁ ୨୦୧୩ ମସିହାରେ ସେ ଲିମ୍କା ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନିତ ହୋଇଥିଲେ ।[୩][୪] ସେ ସର୍ବାଧିକ ଭାଷାରେ ସମ୍ପାଦନା କରି ଏହି ରେକର୍ଡ଼ କରିଛନ୍ତି । ସେ ୧୭ଟି ଭାଷାର କଥାଚିତ୍ରରେ ସମ୍ପାଦକ ଭାବରେ କାମ କରିଛନ୍ତି ।[୫]
ଓଡ଼ିଆ କଥାଚିତ୍ର ତାଲିକା
[ସମ୍ପାଦନା]- ବିଧାତା (୨୦୦୩)
- ବୋଉ (୨୦୦୦)
- କୃଷ୍ଣା କାବେରୀ (୧୯୯୯)
- ସକଳ ତୀର୍ଥ ତୋ ଚରଣେ (୧୯୯୫)
- ତୁଣ୍ଡ ବାଇଦ (୧୯୮୭)
- ଭୂଲି ହୁଏନା (୧୯୮୭)
- ସହରୀ ବାଘ (୧୯୮୫)
- ସ୍କୁଲ ମାଷ୍ଟର (୧୯୮୫)
- ଏଇ ଆଖି ଆମ ସାକ୍ଷୀ (୧୯୯୯)
- ଧର୍ମ ନିକିତି (୧୯୯୯)
- କାଳ ଚକ୍ର (୧୯୯୯)
- କାବେରୀ (୧୯୮୩)
- ଲୁଟ ତରାଜ (୧୯୮୯)
- ମା ମତେ ଶକ୍ତି ଦେ (୧୯୯୦)
- ପାପ ଦୁନିଆ
ଆଧାର
[ସମ୍ପାଦନା]- ↑ "57th National Film Awards" (PDF). International Film Festival of India. Archived from the original (PDF) on 29 July 2011. Retrieved 4 August 2012.
- ↑ Sundar, Anusha (2022-04-06). "Sreekar Prasad Interview: Editor on Cutting 'RRR', His First Collaboration with SS Rajamouli, His Process & More". Silverscreen India (in ଆମେରିକୀୟ ଇଂରାଜୀ). Retrieved 2022-09-02.
- ↑ "Southern stars in Limca Book of Records". The Times of India. 11 April 2013. Archived from the original on 26 December 2013. Retrieved 25 December 2013.
- ↑ "Southern stars in Limca Book of Records". The Times of India. 11 April 2013. Archived from the original on 26 December 2013. Retrieved 25 December 2013.
- ↑ "Film editor Sreekar Prasad enters the Limca Book of Records". The New Indian Express. 28 February 2020. Retrieved 2021-02-25.
ଅଧିକ ତଥ୍ୟ
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ A. Sreekar Prasad