୨ୟ ଲୋକ ସଭା

ଉଇକିପିଡ଼ିଆ‌ରୁ
(2nd Lok Sabhaରୁ ଲେଉଟି ଆସିଛି)

୨ୟ ଲୋକ ସଭା ୧୯୫୭ ମସିହାରେ ଗଠିତ ହୋଇଥିଲା ।[୧] ଏହି ଲୋକ ୧୯୫୭ର ସାଧାରଣ ନିର୍ବାଚନ ପରେ ୫ ଅପ୍ରେଲ ୧୯୫୭ରୁ ଆରମ୍ଭ ହୋଇ ପାଞ୍ଚ ବର୍ଷ ପରେ ୩୧ ମାର୍ଚ୍ଚ ୧୯୬୨ରେ ଶେଷ ହୋଇଥିଲା । ୧୯୫୭ର ନିର୍ବାଚନ ପରେ ରାଜ୍ୟସଭାର ୧୫ ଜଣ ସଦସ୍ୟ ୨ୟ ଲୋସଭାକୁ ମନୋନୀତ ହୋଇଥିଲେ ।[୨]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Statistical Report on General Elections, 1957 to the Second Lok Sabha, (Vol. I)" (PDF). Election Commission of India. Archived from the original (PDF) on 20 March 2012. Retrieved 2014-05-27.
  2. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  3. "Second Lok Sabha". Lok Sabha Secretariat, New Delhi. Archived from the original on 3 ଜୁଲାଇ 2011.

ବାହାର ଆଧାର[ସମ୍ପାଦନା]