ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଓଡ଼ିଆ ବର୍ଣ୍ଣମାଳାର ୮ମ ସ୍ୱର ବର୍ଣ୍ଣ । ଏହାର ନାମ "ଦୀର୍ଘ ଋ" । ଏହାର ମାତ୍ରା " ୄ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।

ଉଚ୍ଚାରଣ

ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା ବା ମୂର୍ଦ୍ଧନୀ । ଏହାର ଉଚ୍ଚାରଣ ଓଡ଼ିଆରେ "ରୂ" ପରି, ହେଲେ ବଙ୍ଗଳାରେ ଏହା "ରୀ" ପରି । ଏହି ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।[୧]

ବ୍ୟବହାର

ଦେଶଜ ଶବ୍ଦ

ଅବ୍ୟୟ ପଦ

ୠକାର (" ୄ ")

ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା ।[୧]

କମ୍ପ୍ୟୁଟର କୋଡ଼

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B60 ଓ "ୠକାର" (" ୄ ")ର କୋଡ଼ ହେଲା : 0B44[୨]

ଆଧାର