Jump to content

ସାନ୍ତାଳ ଜନଜାତି

ଉଇକିପିଡ଼ିଆ‌ରୁ
ସାନ୍ତାଳ ଜନଜାତି
ᱥᱟᱱᱛᱟᱲ ᱦᱚᱲ
ବାହା ପରବ୍ ପାଳନ ସମୟରେ ପାରମ୍ପାରିକ ପୋଷାକ ପରିହିତ ସାନ୍ତାଳ ସମୂହାୟ
ସମୁଦାୟ ଜନସଂଖ୍ୟା
c.7.5 million
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
 India   Bangladesh     Nepal
 India:
       Jharkhand

୨,୭୫୨,୭୨୩[]
       West Bengal୨,୫୧୨,୩୩୧[]
       Odisha୮୯୪,୭୬୪[]
       Bihar୪୦୬,୦୭୬[]
       Assam୨୧୩,୧୩୯[]
        Tripura୨,୯୧୩[]
 Bangladesh୧୨୯,୦୪୯ (୨୦୨୧)[]
   Nepal୫୧,୭୩୫[]
ଭାଷାସମୂହ
ସାନ୍ତାଳୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ନେପାଳୀ
ଧର୍ମ
ସଂଖ୍ୟାଗରିଷ୍ଠ
ହିନ୍ଦୁ ଧର୍ମ[]
ସଂଖ୍ୟାଲଘୁ
ଲୌକିକ ଧର୍ମ (ସାରନା ଧରମ)
ଖ୍ରୀଷ୍ଟିଆନ ଧର୍ମ
ଇସଲାମ, ଅନ୍ୟାନ୍ୟ[]
ସମ୍ବନ୍ଧିତ ସମ୍ପ୍ରଦାୟ
ମୁଣ୍ଡା  ହୋ  ଜୁଆଙ୍ଗ  ଖଡ଼ିଆ  ଶବର  କୋର୍କୁ  ଭୂମିଜ

ସାନ୍ତାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ ମୁଣ୍ଡା ଜାତିଗୋଷ୍ଠୀ ।[] ଜନସଂଖ୍ୟା ଦୃଷ୍ଟିରୁ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡପଶ୍ଚିମବଙ୍ଗରେ ସାନ୍ତାଳ ବୃହତ୍ତମ ଜନଜାତି ସାନ୍ତାଳମାନେ ଓଡ଼ିଶା, ବିହାରଆସାମରେ ମଧ୍ୟ ବସବାସ କରିଥାନ୍ତି । ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ ସଂଖ୍ୟାଲଘୁ ଓ ନେପାଳରେ ଅନେକ ସାନ୍ତାଳ ବସବାସ କରନ୍ତି । ସାନ୍ତାଳମାନେ ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିବାରର ସର୍ବାଧିକ କଥିତ ମୁଣ୍ଡା ଭାଷା ସାନ୍ତାଳୀ କୁହନ୍ତି ।

ବ୍ୟୁତ୍ପତ୍ତି

ସାନ୍ତାଳ ସମ୍ଭବତଃ ଏକ ବହିର୍ନାମକରଣ (ଏକ୍ସୋନିମ)ରୁ ଉତ୍ପନ୍ନ ହୋଇଥାଏ । ଏହି ଶବ୍ଦ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ତତ୍କାଳୀନ ସିଲଦାର ବାସିନ୍ଦା ସାଓନ୍ତମାନଙ୍କୁ ବୁଝାଏ ।[A][] ସଂସ୍କୃତ ଶବ୍ଦ ସମନ୍ତ ବା ବଙ୍ଗଳା ସଅନ୍ତର ଅର୍ଥ ସମତଳ ଭୂମି ।[] ସାନ୍ତାଳମାନଙ୍କ ସ୍ୱନାମକରଣ ହର୍ ହପନ୍ ("ମାନବଜାତିର ପୁତ୍ରଗଣ") ।[B]


ଆଧାର

  1. 1 2 3 4 "A-11 Individual Scheduled Tribe Primary Census Abstract Data and its Appendix". censusindia.gov.in. Office of the Registrar General & Census Commissioner, India. Retrieved 18 November 2017.
  2. "C-16 Population By Mother Tongue". censusindia.gov.in. Office of the Registrar General & Census Commissioner, India. Retrieved 3 November 2019.
  3. "A-11 Appendix: District wise scheduled tribe population (Appendix), Tripura - 2011". censusindia.gov.in. Office of the Registrar General & Census Commissioner, India.
  4. "Table 1.4 Ethnic Population by Group and Sex" (PDF) (in Bengali). Bangladesh Bureau of Statistics. 2021. p. 34. Archived from the original (PDF) on 2022-08-13. Retrieved 2023-11-23.
  5. "National Population and Housing Census 2011: Social Characteristics Tables" (PDF). Nepal Census. Archived from the original (PDF) on 2023-03-14. Retrieved 2023-11-23 via Government of Nepal.
  6. 1 2 "ST-14 Scheduled Tribe Population By Religious Community - Jharkhand". census.gov.in. Retrieved 3 November 2019.
  7. Cavallaro, Francesco; Rahman, Tania. "The Santals of Bangladesh" (PDF). ntu.edu.sg. Nayang Technical University. Archived from the original (PDF) on 9 November 2016. Retrieved 17 November 2017.
  8. Census 1961, west bengal-district handbook, Midnapore (PDF). The superintendent, government printing, West Bengal. 1966. p. 58. Archived from the original (PDF) on 2 September 2021.
  9. Encyclopaedia of Scheduled Tribes in Jharkhand. Gyan Publishing House. 2010. p. 213. ISBN 9788178351216.
  1. Schulte-Droesch 2018, p. 3
  2. Somers 1979, p. 5
ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "upper-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="upper-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।