ଜୁଆଙ୍ଗ ଜନଜାତି
ଦେଖଣା
| ସମୁଦାୟ ଜନସଂଖ୍ୟା | |
|---|---|
| ୪୭,୦୯୫ (୨୦୧୧) | |
| ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
| ଭାରତ ଓଡ଼ିଶା | |
| ଭାଷାସମୂହ | |
| ଜୁଆଙ୍ଗ, ଓଡ଼ିଆ | |
| ଧର୍ମ | |
| ହିନ୍ଦୁ ଧର୍ମ • ସାରନା ଧର୍ମ | |
| ସମ୍ବନ୍ଧିତ ସମ୍ପ୍ରଦାୟ | |
| ମୁଣ୍ଡା • ହୋ • ସାନ୍ତାଳ • ମୋନ-ଖମେର ଜନଜାତି |
ଜୁଆଙ୍ଗମାନେ ଏକ ଭାରତୀୟ ମୁଣ୍ଡା-ଅଷ୍ଟୋଏସୀୟ ଜନଜାତି । ସେମାନେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗୋନାସିକା ପର୍ବତମାଳା ନିକଟରେ ମୂଳତଃ ବସବାସ କରନ୍ତି । ଏହି ଜନଜାତିର ଅନେକେ ୧୯ଶ ଶତକ ଶେଷରେ ହୋଇଥିବା ଭୂୟାଁ ଆନ୍ଦୋଳନ ବେଳେ ଢେଙ୍କାନାଳ ଜିଲ୍ଲାର ସମତଳ ଅଞ୍ଚଳକୁ ଚାଲିଯାଇଛନ୍ତି । ଜୁଆଙ୍ଗମାନଙ୍କ ମାତୃଭାଷା ଜୁଆଙ୍ଗ ଓ ତାହା ଅଷ୍ଟୋଏସୀୟ ଭାଷାଗୋଷ୍ଠୀର ମୁଣ୍ଡା ଭାଷା ପରିବାର ଅନ୍ତର୍ଗତ ।[୧] ସେମାନେ ଭାରତ ସରକାରଙ୍କଦ୍ୱାରା ଏକ ଅନୁସୂଚିତ ଜନଜାତି ଭାବରେ ବର୍ଗୀକୃତ[୨] ୨୦୧୧ ଜନଗଣନା ଅନୁସାରେ ଭାରତରେ ଜୁଆଙ୍ଗ ଜନଜାତିର ଜନସଂଖ୍ୟା ୪୭,୦୯୫ ।
ଆଧାର
[ସମ୍ପାଦନା]- ↑ Anderson, Gregory D. S. (2015-04-08). The Munda Languages. Routledge. ISBN 978-1-317-82885-3. Retrieved 2026-01-18.
- ↑ "Census of India Website : Office of the Registrar General & Census Commissioner, India". www.censusindia.gov.in. Government of India. Retrieved 23 October 2017.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |