ଆସାମ
ଦେଖଣା
(Assamରୁ ଲେଉଟି ଆସିଛି)
ଆସାମ
অসম (ଅସମ) | |
|---|---|
ଭାରତରେ ଆସାମର ଅବସ୍ଥାନ | |
ଆସାମର ମାନଚିତ୍ର | |
| ଦେଶ | |
| ସ୍ଥାପନା | ୧୫ ଅଗଷ୍ଟ ୧୯୪୭ |
| ରାଜଧାନୀ | ଦିସପୁର |
| ବୃହତ୍ତମ ନଗର | ଗୁଆହାଟୀ |
| ଜିଲ୍ଲା ସଂଖ୍ୟା | ୩୫ |
| Government | |
| • ରାଜ୍ୟପାଳ | ବି.ଏଲ. ପୁରୋହିତ |
| • ମୁଖ୍ୟମନ୍ତ୍ରୀ | ସର୍ବ୍ୱାନନ୍ଦ ସୋଣୋୱାଳ |
| • ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୧୨୬ ଆସନ) |
| Area | |
| • ସମୁଦାୟ | 78,550 km2 (30,330 sq mi) |
| • Rank | ଷୋଡଶ (୧୬ଶ) |
| Population (୨୦୧୧) | |
| • Total | ୩୧୧୬୯୨୭୨ |
| • Rank | ଚତୁର୍ଦ୍ଦଶ (୧୪) |
| • Density | 400/km2 (1,000/sq mi) |
| Time zone | UTC+୦୫:୩୦ (IST) |
| ISO 3166 code | IN-AS |
| HDI | |
| HDI କ୍ରମାଙ୍କ | ୨୨ଶ (୨୦୦୫) |
| ସାକ୍ଷରତା | ୭୬.୩% |
| ସରକାରୀ ଭାଷା | ଅସମୀୟା, ବଙ୍ଗଳା , ବଡ଼ୋ |
| Website | assam.gov.in |
ଆସାମ ପୂର୍ବ ହିମାଳୟର ଦକ୍ଷିଣରେ ବ୍ରହ୍ମପୁତ୍ର ଏବଂ ବରାକ ନଦୀ ଉପତ୍ୟକାରେ ଅବସ୍ଥିତ ଏକ ଉତ୍ତରପୂର୍ବ ଭାରତୀୟ ରାଜ୍ୟ । ଆସାମର କ୍ଷେତ୍ରଫଳ 78,438 km2 (30,285 sq mi) ୭୮,୪୩୮ ବର୍ଗ କିଲୋମିଟର (୩୦,୨୮୫ ବର୍ଗ ମାଇଲ) । ଆୟତନ ଦୃଷ୍ଟିରୁ ଏହା ଉତ୍ତର-ପୂର୍ବ ଭାରତର ଦ୍ୱିତୀୟ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସର୍ବବୃହତ । ଏହି ରାଜ୍ୟର ଉତ୍ତରରେ ଭୁଟାନ ଓ ଅରୁଣାଚଳ ପ୍ରଦେଶ; ପୂର୍ବରେ ନାଗାଲ୍ୟାଣ୍ଡ ଓ ମଣିପୁର; ଦକ୍ଷିଣରେ ମେଘାଳୟ, ତ୍ରିପୁରା, ମିଜୋରାମ ଓ ବଙ୍ଗଳାଦେଶ ରହିଛି । ଏଥିସହିତ ସିଲିଗୁଡ଼ି ପଥ ଦେଇ ପଶ୍ଚିମରେ ପଶ୍ଚିମବଙ୍ଗ ରହିଛି ଏବଂ ଏହି 22-kilometre-ଚଉଡ଼ା (14 mi) ୨୨ କିଲୋମିଟର ଚଉଡ଼ା (୧୪ ମାଇଲ) ଭୂମିଟି ରାଜ୍ୟକୁ ବାକି ଭାରତ ସହ ଯୋଡ଼ିଥାଏ । ଅସମୀୟା ଓ ବୋଡ଼ୋ ଆସାମର ସରକାରୀ ଭାଷା । ମୈତେଇ (ମଣିପୁରୀ) ହଜାଇ ଜିଲ୍ଲା ଓ ସମ୍ପୂର୍ଣ୍ଣ ବରାକ ଉପତ୍ୟକା ଜିଲ୍ଲାର ସରକାରୀ ଭାଷା ଏବଂ ବଙ୍ଗଳା ବରାକ ଉପତ୍ୟକାର ତିନୋଟି ଜିଲ୍ଲାର ସରକାରୀ ଭାଷା ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Assam
ବାବଦରେ ମାଧ୍ୟମ ରହିଛି ।
- Official website
- Assam Tourism (Official)
- ଆସାମ at Curlie
Wikivoyage has a travel guide for Assam.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |