ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ
ଦେଖଣା
| ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ | |
|---|---|
| ଲକ୍ଷ୍ୟ | ସତ୍ୟମ ଜ୍ଞାନମ ଅନନ୍ତମ ବ୍ରହ୍ମ |
| ସ୍ଥାପିତ | ୨୦୦୯ |
| ପ୍ରକାର | ବେସରକାରୀ ବିଶ୍ୱବିଦ୍ୟାଳୟ |
| କୁଳପତି | ଡାଃ କେ ସି ମିଶ୍ର |
| ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
| ଅନୁବନ୍ଧନ | ଇଉ.ଜି.ସି., |
| ୱେବସାଇଟ | Sri Sri University |
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ବେସରକାରୀ ବିଶ୍ୱବିଦ୍ୟାଳୟ। ଏହା ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭାର ପାରିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ବିଲଦ୍ୱାରା ଗଠିତ ହୋଇଛି। ଏହା କଟକ ନଗରର ଉତ୍ତରଦିଗରେ ମହାନଦୀ କୂଳ ବିଦ୍ୟାଧରପୂରରେ ଅବସ୍ଥିତ।