ଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(ଲକ୍ଷ୍ମୀପୁର (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୫୫,୧୧୬ |
ଜିଲ୍ଲା: | କୋରାପୁଟ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କୋରାପୁଟ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଲକ୍ଷ୍ମୀପୁର (କ୍ରମିକ ସଂଖ୍ୟା: ୧୪୧) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲକ୍ଷ୍ମୀପୁର ବ୍ଳକ, ଦଶମନ୍ତପୁର ବ୍ଳକ, ବନ୍ଧୁଗାଁ ବ୍ଳକ ଓ ନାରାୟଣପାଟଣା ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କୈଳାଶ ଚନ୍ଦ୍ର କୁଳେଶିକା ବିଜୁ ଜନତା ଦଳ ପ୍ରାର୍ଥିନୀ ହେମା ଗମାଙ୍ଗଙ୍କଠାରୁ ୨୨୪୭୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଝିନ ହିକକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହେମ ଗମାଙ୍ଗଙ୍କଠାରୁ ୩,୪୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଲକ୍ଷ୍ମୀପୁର[୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଝିନ ହିକକା | ୨୫,୦୯୫ | ୩୨.୪୭ | - | |
କଂଗ୍ରେସ | ହେମ ଗମାଙ୍ଗ | ୨୧,୬୮୯ | ୨୮.୦୬ | - | |
ସ୍ୱାଧୀନ | କୈଳାଶ ଚନ୍ଦ୍ର କୁଳେସିକା | ୭,୫୭୭ | ୯.୮୦ | - | |
ବସପା | ଗୁପ୍ତେଶ୍ୱର ଜାନୀ | ୫,୨୬୭ | ୬.୮୨ | - | |
ଭାଜପା | ଗୋପୀନାଥ କଡ଼ାତସିଆ | ୫,୦୭୮ | ୬.୫୭ | - | |
ସ୍ୱାଧୀନ | କେନ୍ଦୃକ ଅର୍ଜୁନ | ୪,୧୬୫ | ୫.୩୯ | - | |
ସମୃଦ୍ଧ ଓଡ଼ିଶା | ଡମ୍ବରୁଧର ଜାନୀ | ୨,୮୦୩ | ୩.୬୩ | - | |
ସିପିଆଇ(ମାଲେ) ଲିବରେସନ | ବୀରେନ୍ଦ୍ର ମେନିଅକା | ୧,୯୨୯ | ୨.୫୦ | - | |
ଆରପିଆଇ (ଆ) | ଦଣ୍ଡାସି ତ୍ରିପତି | ୧,୯୨୬ | ୨.୪୯ | - | |
ସ୍ୱାଧୀନ | ଅଖିଳ ସୁଁଟା | ୧,୭୫୫ | ୨.୨୭ | - | |
ଭୋଟ ବ୍ୟବଧାନ | ୩,୪୦୬ | ୪.୪୧* | - | ||
ମତଦାନ ହାର | ୭୭,୨୯୦ | ୫୩.୫୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ପବିତ୍ର ସାଉଣ୍ଟା (କଂଗ୍ରେସ)
- ୨୦୧୯: ପ୍ରଭୁ ଜାନି (ବିଜେଡି)
- ୨୦୧୪: କୈଳାଶ ଚନ୍ଦ୍ର କୁଳେଶିକା (କଂଗ୍ରେସ)
- ୨୦୦୯: (୧୪୧): ଝିନ ହିକକା (ବିଜଦ)
- ୨୦୦୮: (ଉପ): ପୂର୍ଣ୍ଣ ଚନ୍ଦ୍ର ମାଝି (କଂଗ୍ରେସ)
- ୨୦୦୪: (୮୩): ଅନନ୍ତରାମ ମାଝି (କଂଗ୍ରେସ)
- ୨୦୦୦: (୮୩): ବିଭୀଷଣ ମାଝି (ବିଜଦ)
- ୧୯୯୫: (୮୩): ଅନନ୍ତରାମ ମାଝି (କଂଗ୍ରେସ)
- ୧୯୯୦: (୮୩): ଅଖିଳ ସାଉଁଣ୍ଟା (ଜନତା ଦଳ)
- ୧୯୮୫: (୮୩): ଅନନ୍ତରାମ ମାଝି (କଂଗ୍ରେସ)
- ୧୯୮୦: (୮୩): ଅନନ୍ତରାମ ମାଝି (କଂଗ୍ରେସ)
- ୧୯୭୭: (୮୩): ଅଖିଳ ସାଉଁଣ୍ଟା (ଜନତା)
- ୧୯୭୪: (୮୩): ଅନନ୍ତରାମ ମାଝି (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Lakshmipur Assembly Election 2009, Orissa". empoweringindia.org. Archived from the original on 23 March 2014. Retrieved 21 June 2013.
Constituency: Lakshmipur (141) District : Koraput
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
3406
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 83-Lakshmipur Constituency of ORISSA". eci.nic.in. 2006. Retrieved 21 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf