Jump to content

ପୂର୍ଣ୍ଣ ଚନ୍ଦ୍ର ମାଝି

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣ ଚନ୍ଦ୍ର ମାଝି
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୬ ଅପ୍ରେଲ ୨୦୦୮ – ୨୦୦୯
ପୂର୍ବ ଅଧିକାରୀଅନନ୍ତରାମ ମାଝି
ପର ଅଧିକାରୀଝିନ ହିକକା
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୮୨
ମୃତ୍ୟୁ୪ ନଭେମ୍ବର ୨୦୨୪
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଅନନ୍ତରାମ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ପୂର୍ଣ୍ଣ ଚନ୍ଦ୍ର ମାଝି (୧୯୮୨ - ୪ ନଭେମ୍ବର ୨୦୨୪) ‍‌ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୮ ମସିହାରେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ପୂର୍ଣ୍ଣ ଚନ୍ଦ୍ର ମାଝିଙ୍କ ବାପାଙ୍କ ନାମ ଅନନ୍ତରାମ ମାଝି, ଯିଏକି ଜଣେ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ

[ସମ୍ପାଦନା]

ପୂର୍ଣ୍ଣ ଚନ୍ଦ୍ର ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]

ମୃତ୍ୟୁ

[ସମ୍ପାଦନା]

ପୂର୍ଣ୍ଣଚନ୍ଦ୍ର ମାଝି ୨୦୨୪ ମସିହାର ନଭେମ୍ବର ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା ।

  1. ↑ "4 members of Gamang family in race". The New Indian Express. 10 March 2009. Retrieved 21 February 2022.
  2. 1 2 "Shri Purna Chandra Majhi". odishaassembly.nic.in. Odisha Assembly. Retrieved 21 February 2022.
  3. ↑ "ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ". ଓଡ଼ିଶା ସମ୍ବାଦ. Odisha Sambad. Retrieved 5 November 2024.