ଏକବୀଜପତ୍ରୀ
ଦେଖଣା
| ଏକବୀଜପତ୍ରୀ | |
|---|---|
| ଗହମ - ଏକ ଅର୍ଥନୈତିକ ମହତ୍ବପୂର୍ଣ୍ଣ ଏକବୀଜପତ୍ରୀ | |
| Scientific classification | |
| Kingdom: | Plantae |
| Clade: | Tracheophytes |
| Clade: | Angiosperms |
| ଗୋଷ୍ଠୀ: | ଏକବୀଜପତ୍ରୀ |
| Type genus | |
| Lilium L.[୧] | |
| ଗଣ | |
| Synonyms | |
ଏକବୀଜପତ୍ରୀ ଉଦ୍ଭିଦମାନଙ୍କର ମଞ୍ଜିରେ କେବଳ ଗୋଟିଏ ବୀଜପତ୍ର ରହିଥାଏ । ଏଗୁଡ଼ିକ ସାଧାରଣତଃ ଆବୃତବୀଜୀ ସପୁଷ୍ପକ ଉଦ୍ଭିଦ । ଏକବୀଜପତ୍ରୀର ଉଦାହରଣ - ଧାନ, ଗହମ, ମକା, ବାଜରା, ଆଖୁ, ବାଉଁଶ, ନଡିଆ, ପିଆଜ, ସବାଇଘାସ ଇତ୍ୟାଦି l
୨୦୦୯ ମସିହାର ଏପିଜି ୩ ପ୍ରଣାଳୀରେ ଏକବୀଜପତ୍ରୀକୁ ଏକ ବିଭାଗ ବୋଲି ସ୍ୱୀକାର କରାଯାଇଛି କିନ୍ତୁ କୌଣସି ସ୍ତର ଦିଆଯାଇ ନାହିଁ । ଏକବୀଜପତ୍ରୀ ବିଭାଗରେ ପ୍ରାୟ ୬୦,୦୦୦ରୁ ଉର୍ଦ୍ଧ୍ୱ ଜାତିର ଉଦ୍ଭିଦ ରହିଛନ୍ତି । ଜାତିସଂଖ୍ୟା ଦୃଷ୍ଟିରୁ ଓର୍କିଡାସି କୁଳ ସର୍ବବୃହତ । ଏହି କୁଳରେ ପ୍ରାୟ ୨୦,୦୦୦ରୁ ଉର୍ଦ୍ଧ୍ବ ଜାତି ରହିଛି । ଏହାର ପ୍ରାୟ ଅଧା ଜାତିର ଉଦ୍ଭିଦ ପୋଆସି କୁଳରେ ଅଛନ୍ତି ।
ଆଧାର
[ସମ୍ପାଦନା]- 1 2 3 4 Cronquist, Takhtajan & Zimmermann 1966.
- ↑ ବେସେଏ ୧୯୧୫.
- ↑ de Candolle ୧୮୧୯.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ; "Tropiclilianae" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 Takhtajan 1966.
- ↑ Takhtajan 1964.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ; "Tropicliliidae" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Thorne 1992a.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ; "Tropiclilio" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Eichler 1886.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ; "Tropicmono" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ de Candolle 1818–1821.
- ↑ In 1964, Takhtajan proposed that classes including Monocotyledons, be formally named with the suffix -atae, so that the principle of typification resulted in Liliatae for monocotyledons.[୬] The proposal was formally described in 1966 by Cronquist, Takhtajan and Zimmermann,[୧] from which is derived the descriptor "liliates".
- ↑ Tropicos gives an earlier authority, J.H. Schaffn. 1911[୭]
- ↑ Cronquist[୧] attributes this term to De Candolle as DC. 1818 Syst. 1: 122[୧୨]
<ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।