ମୃଗଶିରା (ନକ୍ଷତ୍ର)

ଉଇକିପିଡ଼ିଆ‌ରୁ
ରାଶି ଚକ୍ରରେ ମୃଗଶିରା ନକ୍ଷତ୍ରର ଅବସ୍ଥିତି

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ପଞ୍ଚମ ନକ୍ଷତ୍ର ହେଉଛି ମୃଗଶିରା । ରାଶିଚକ୍ର (ଅପମଣ୍ଡଳ)ରେ ବୃଷ ରାଶିରେ ୨୩ ଡିଗ୍ରୀ ୨୦ ମିନିଟରୁ ମିଥୁନ ରାଶି ମଧ୍ୟରେ ୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।

ଜ୍ୟୋତିଷୀୟ ପରିଚୟ[ସମ୍ପାଦନା]

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧]

ଆଧାର[ସମ୍ପାଦନା]

  1. "The 27 Naxatras". Archived from the original on 29 May 2017. Retrieved 30 May 2017.