"ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୮ କ ଧାଡ଼ି: ୮ କ ଧାଡ଼ି:
ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ୤
ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ୤


==ଭାରତର ୯ଟି ଡାକ ମଣ୍ଡଳ==
== ଭାରତର ୯ଟି ଡାକ ମଣ୍ଡଳ ==


* ୧ - [[ଦିଲ୍ଲୀ]], [[ହରିଆଣା]], [[ପଞ୍ଜାବ]], [[ହିମାଚଳ ପ୍ରଦେଶ]], [[ଜାମୁ ଓ କାଶ୍ମୀର|ଜମ୍ମୁ ଓ କଶ୍ମୀର]] ([[ପାକିସ୍ଥାନ ଅଧୀକୃତ କଶ୍ମୀର]] ସମେତ), [[ଚଣ୍ଡୀଗଡ଼]]
* ୧ - [[ଦିଲ୍ଲୀ]], [[ହରିଆଣା]], [[ପଞ୍ଜାବ]], [[ହିମାଚଳ ପ୍ରଦେଶ]], [[ଜାମୁ ଓ କାଶ୍ମୀର|ଜମ୍ମୁ ଓ କଶ୍ମୀର]] ([[ପାକିସ୍ଥାନ ଅଧୀକୃତ କଶ୍ମୀର]] ସମେତ), [[ଚଣ୍ଡୀଗଡ଼]]
* ୨ - [[ଉତ୍ତର ପ୍ରଦେଶ]], [[ଉତ୍ତରାଖଣ୍ଡ]]
* ୨ - [[ଉତ୍ତର ପ୍ରଦେଶ]], [[ଉତ୍ତରାଖଣ୍ଡ]]
* ୩ - [[ରାଜସ୍ଥାନ]], [[ଗୁଜରାଟ]], [[ଡାମନ ଓ ଡିଉ]], [[ଦାଦରା ନଗରହାଵେଳି]]
* ୩ - [[ରାଜସ୍ଥାନ]], [[ଗୁଜରାଟ]], [[ଡାମନ ଓ ଡିଉ]], [[ଦାଦରା ନଗରହାଵେଳି]]
* ୪ - [[ଗୋଆ]], [[ମହାରାଷ୍ଟ୍ର]], [[ମଧ୍ୟ ପ୍ରଦେଶ]], [[ଛତିଶଗଡ଼]]
* ୪ - [[ଗୋଆ]], [[ମହାରାଷ୍ଟ୍ର]], [[ମଧ୍ୟ ପ୍ରଦେଶ]], [[ଛତିଶଗଡ଼]]
* ୫ - [[ଆନ୍ଧ୍ର ପ୍ରଦେଶ]], [[କର୍ଣ୍ଣାଟକ]]
* ୫ - [[ଆନ୍ଧ୍ର ପ୍ରଦେଶ]], [[କର୍ଣ୍ଣାଟକ]]
* ୬ - [[ତାମିଲନାଡୁ]], [[କେରଳ]], [[ପୁଡୁଚେରୀ]], [[ଲାକ୍ଷାଦ୍ଵୀପ]]
* ୬ - [[ତାମିଲନାଡୁ]], [[କେରଳ]], [[ପୁଡୁଚେରୀ]], [[ଲାକ୍ଷାଦ୍ଵୀପ]]
୨୨ କ ଧାଡ଼ି: ୨୨ କ ଧାଡ଼ି:
[[ଫାଇଲ:2 digit postcode india.png|thumb|300px|ଭାରତର ପିନକୋଡ଼ ବିସ୍ତୃତି]]
[[ଫାଇଲ:2 digit postcode india.png|thumb|300px|ଭାରତର ପିନକୋଡ଼ ବିସ୍ତୃତି]]


==ଆଧାର==
== ଆଧାର ==
{{ଆଧାର}}
{{ଆଧାର}}
* [http://www.indiapost.gov.in/Netscape/Pincode.html ଭାରତୀୟ ଡାକ ସେବା-ପିନକୋଡ଼ ]
* [http://www.indiapost.gov.in/Netscape/Pincode.html ଭାରତୀୟ ଡାକ ସେବା-ପିନକୋଡ଼ ]
==ବାହାର ଆଧାର==
== ବାହାର ଆଧାର ==
* [http://www.indiapost.gov.in/pin/pinsearch.aspx ପିନ କୋଡ଼ ଖୋଜା]
* [http://www.indiapost.gov.in/pin/pinsearch.aspx ପିନ କୋଡ଼ ଖୋଜା]
* [http://www.indiapost.gov.in ଭାରତୀୟ ଡାକ ସେବା]
* [http://www.indiapost.gov.in ଭାରତୀୟ ଡାକ ସେବା]

୦୯:୫୨, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା ୤ ସାରା ପୃଥିବୀରେ ଭାରତ ୧୯ଶ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା ୤ ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ୤

ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ

ଭାରତରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ ୤ ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ ୤ ଭାରତର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି ୤ ବାମପଟୁ ଦ୍ଵିତୀୟ ଅଙ୍କଟି ସବ-ଜୋନ କୁ ଚିହ୍ନଟ କରିଥାଏ ୤ ବାମପଟୁ ତୃତୀୟ ଅଙ୍କଟି ବଣ୍ଟନ ହେବାକୁ ଥିବା ଜିଲ୍ଲାକୁ ଚିହ୍ନଟ କରିଥାଏ ୤ ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ୤

ଭାରତର ୯ଟି ଡାକ ମଣ୍ଡଳ

ଭାରତର ପିନକୋଡ଼ ବିସ୍ତୃତି

ଆଧାର

ବାହାର ଆଧାର