ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ

Coordinates: 22°14′08″N 84°49′36″E / 22.23564°N 84.826598°E / 22.23564; 84.826598
ଉଇକିପିଡ଼ିଆ‌ରୁ
ବିଜୁ ପଟ୍ଟନାୟକ
ବୈଷୟିକ ବିଶ୍ୱବିଦ୍ୟାଳୟ (BPUT), ରାଉରକେଲା, ଓଡ଼ିଶା
ଲକ୍ଷ୍ୟଯୋଗଃ କର୍ମସୁ କୌଶଳମ
([Yoga Karmasu Kaushālam] Error: {{Lang}}: text has italic markup (help))
ଲକ୍ଷ୍ୟ (ଇଂରାଜୀରେ)Excellence in Action is Yoga
ପ୍ରତିଷ୍ଠା୨୧ ନଭେମ୍ବର ୨୦୦୨
ପ୍ରକାରସାର୍ବଜନିକ
କୁଳାଧିପତିଏସ. ସି. ଜମିର
କୁଳପତିପ୍ରଫେସର ଡ. ଶ୍ୟାମସୁନ୍ଦର ପଟ୍ଟନାୟକ
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ୩,୬୦୪ (୨୦୧୦)
ଛାତ୍ର ଛାତ୍ରୀ ସଂଖ୍ୟା୨୭,୪୭୬ (୨୦୧୦)
ତଳସ୍ନାତକ୨୧,୬୦୩ (୨୦୧୦)
ସ୍ନାତକୋତ୍ତର୩,୬୭୦ (୨୦୧୦)
ଗବେଷକ ଛାତ୍ର୯୦
ଅବସ୍ଥାନଛେଣ୍ଡ କଲୋନି,
ରାଉରକେଲା
, ଓଡ଼ିଶା, ଭାରତ
22°14′08″N 84°49′36″E / 22.23564°N 84.826598°E / 22.23564; 84.826598
ପରିସରନଗର
ଛାତ୍ର ସଙ୍ଘBSA
BSU
AOBSA
Coloursନାଲି, କଳା, ଧଳା
     
ଅନୁବନ୍ଧନଇଉ.ଜି.ସି., ଅଖିଳ ଭାରତୀୟ ବୈଷୟିକ ଶିକ୍ଷା କାଉନସିଲ
ୱେବସାଇଟwww.bput.ac.in
www.bput.org


ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବି.ପି.ଇଉ.ଟି.), ରାଉରକେଲା ସହରରେ ଅବସ୍ଥିତ ଏକ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ । ଓଡ଼ିଶା ବିଧାନ ସଭାରେ ଗୃହିତ ବି.ପି.ୟୁ.ଟି ଅଧିନିୟମ-୨୦୦୨ (ନଭେମ୍ବର ୨୦୦୨)ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ପୂର୍ବରୁ ଓଡ଼ିଶାରେ ଥିବା ବିଭିନ୍ନ ବୈଷୟିକ ମହାବିଦ୍ୟାଳୟଗୁଡ଼ିକ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିଲା, ତେଣୁ ପରୀକ୍ଷା ପରିଚାଳନା ତଥା ସାଧାରଣ ଶିକ୍ଷା କ୍ଷେତ୍ରରେ କିଛି ବୈଷମ୍ୟତା ଅନୁଭବ କରାଯାଉଥିଲା। ଏହି ଅସୁବିଧାକୁ ଦୂର କରିବାକୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟ ଅଧୀନକୁ ସାରା ଓଡ଼ିଶାର ଯାନ୍ତ୍ରିକ (ଇଞ୍ଜିନିୟରିଂ), ସ୍ଥାପତ୍ୟ (ଆର୍କିଟେକ୍ଚର), ପ୍ରବନ୍ଧ (ମାନେଜମେଣ୍ଟ), ଫାର୍ମସି ଓ କମ୍ପ୍ୟୁଟର ପ୍ରୟୋଗ (ଏମ.ସି.ଏ.) ମହାବିଦ୍ୟାଳୟଗୁଡ଼ିକ ଅଣାଯାଇଥିଲା । ଆଜି ଏହି ବିଶ୍ୱବିଦ୍ୟାଳୟରେ ୧୫୬ଟି ମହାବିଦ୍ୟାଳୟ, ଉଭୟ ଅଧିନସ୍ଥ/ଘଟକ ଓ ଅନୁବନ୍ଧିତ, ଅଛନ୍ତି ଏବଂ ଏଠାରେ ପାଖାପାଖି ୧,୨୦,୦୦୦ ଛାତ୍ର ଅଧ୍ୟୟନ କରନ୍ତି ।

ବି.ପି.ୟୁ.ଟି ଅଧୀନରେ ଥିବା ରାଜ୍ୟ ସରକାରଙ୍କ ସରକାରୀ ମହାବିଦ୍ୟାଳୟ ଗୁଡ଼ିକ ଏହାର ଘଟକ (constituent) ବିଦ୍ୟାଳୟ ଓ ବାକି ସମସ୍ତ ଘରୋଇ ମହାବିଦ୍ୟାଳୟ ଗୁଡ଼ିକ ଅନୁବନ୍ଧିତ (affiliated) ବିଦ୍ୟାଳୟ ଭାବେ କାର୍ଯ୍ୟ କରିଥାନ୍ତି ।

ପରିଚାଳନା ବିଭାଗ[ସମ୍ପାଦନା]

ଅବସ୍ଥିତି[ସମ୍ପାଦନା]

ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକ[ସମ୍ପାଦନା]

ପାଠ୍ୟକ୍ରମ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

Official website