ସନ୍ତୋଷ ସିଂହ ସାଲୁଜା

ଉଇକିପିଡ଼ିଆ‌ରୁ
ସନ୍ତୋଷ ସିଂହ ସାଲୁଜା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀହାଜି ମହମ୍ମଦ ଆୟୁବ ଖାଁ
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀହାଜି ମହମ୍ମଦ ଆୟୁବ ଖାଁ
ପର ଅଧିକାରୀହାଜି ମହମ୍ମଦ ଆୟୁବ ଖାଁ
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୪
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପାଳ
ପର ଅଧିକାରୀହାଜି ମହମ୍ମଦ ଆୟୁବ ଖାଁ
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-06-20) ୨୦ ଜୁନ ୧୯୬୦ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରବୀନ୍ଦ୍ର କୌର
ବାପା/ବୋଉଇନ୍ଦ୍ର ସିଂହ ସାଲୁଜା (ବାପା‌)
ବୃତ୍ତିରାଜନୀତିଜ୍ଞ

ସନ୍ତୋଷ ସିଂହ ସାଲୁଜା (ଜନ୍ମ: ୨୦ ଜୁନ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୫, ୨୦୦୦, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୪ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ସନ୍ତୋଷ ସିଂହ ସାଲୁଜା ୧୯୬୦ ମସିହାର ଜୁନ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଇନ୍ଦ୍ର ସିଂହ ସାଲୁଜା ଓ ପତ୍ନୀଙ୍କ ନାମ ରବୀନ୍ଦ୍ର କୌର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସନ୍ତୋଷ ସିଂହ ସାଲୁଜା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Santosh Singh Saluja". odishaassembly.nic.in. Odisha Assembly. Retrieved 9 October 2021.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Santosh Singh Saluja-ସମ୍ପର୍କିତ ମିଡ଼ିଆ