ସନ୍ତୋଷ ସିଂହ ସାଲୁଜା
Appearance
ସନ୍ତୋଷ ସିଂହ ସାଲୁଜା | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ହାଜି ମହମ୍ମଦ ଆୟୁବ ଖାଁ |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ହାଜି ମହମ୍ମଦ ଆୟୁବ ଖାଁ |
ପର ଅଧିକାରୀ | ହାଜି ମହମ୍ମଦ ଆୟୁବ ଖାଁ |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୪ | |
ପୂର୍ବ ଅଧିକାରୀ | ପ୍ରସନ୍ନ କୁମାର ପାଳ |
ପର ଅଧିକାରୀ | ହାଜି ମହମ୍ମଦ ଆୟୁବ ଖାଁ |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଜୁନ ୧୯୬୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରବୀନ୍ଦ୍ର କୌର |
ବାପା/ବୋଉ | ଇନ୍ଦ୍ର ସିଂହ ସାଲୁଜା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସନ୍ତୋଷ ସିଂହ ସାଲୁଜା (ଜନ୍ମ: ୨୦ ଜୁନ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୫, ୨୦୦୦, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ସନ୍ତୋଷ ସିଂହ ସାଲୁଜା ୧୯୬୦ ମସିହାର ଜୁନ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଇନ୍ଦ୍ର ସିଂହ ସାଲୁଜା ଓ ପତ୍ନୀଙ୍କ ନାମ ରବୀନ୍ଦ୍ର କୌର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସନ୍ତୋଷ ସିଂହ ସାଲୁଜା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ଭାରତୀୟ ଜାତୀୟ କଂଗ୍ରେସ |
୨୦୧୯ | ଏବେଯାଏଁ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Santosh Singh Saluja". odishaassembly.nic.in. Odisha Assembly. Retrieved 9 October 2021.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Santosh Singh Saluja-ସମ୍ପର୍କିତ ମିଡ଼ିଆ