ଚୈତନ୍ୟ ପ୍ରଧାନ
Appearance
ଚୈତନ୍ୟ ପ୍ରଧାନ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ପ୍ରସନ୍ନ କୁମାର ପାଳ |
ପର ଅଧିକାରୀ | ପ୍ରସନ୍ନ କୁମାର ପାଳ |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଜୁଲାଇ ୧୯୫୪ |
ମୃତ୍ୟୁ | ୧୪ ଅଗଷ୍ଟ ୨୦୦୪ | (ବୟସ ୫୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ନିର୍ଦ୍ଦଳୀୟ |
ଜୀବନ ସାଥୀ | ସାବିତ୍ରୀ ପ୍ରଧାନ |
ବାପା/ବୋଉ | ରୁଷଭ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚୈତନ୍ୟ ପ୍ରଧାନ (୧୨ ଜୁଲାଇ ୧୯୫୪ - ୧୪ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ଚୈତନ୍ୟ ପ୍ରଧାନ ୧୯୫୪ ମସିହାର ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରୁଷଭ ପ୍ରଧାନ ଏବଂ ପତ୍ନୀଙ୍କ ନାମ ସାବିତ୍ରୀ ପ୍ରଧାନ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଚୈତନ୍ୟ ପ୍ରଧାନ ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟ ରାଜନେତା ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଚୈତନ୍ୟ ପ୍ରଧାନ ୨୦୦୪ ମସିହାର ଅଗଷ୍ଟ ୧୪ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Chaitanya Pradhan". odishaassembly.nic.in. Odisha Assembly. Retrieved 12 October 2021.