ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଭାରତୀୟ ଆଇନ

ଉଇକିପିଡ଼ିଆ‌ରୁ

ପ୍ରକଳ୍ପର ଲକ୍ଷ୍ୟ[ସମ୍ପାଦନା]

ଦେଶର ଆଇନ ବିଷୟରେ ସାଧାରଣ ଜ୍ଞାନ ସବୁ ନାଗରିକଙ୍କ ପାଇଁ ନିହାତି ଆବଶ୍ୟକ । ଭାରତୀୟ ସମ୍ବିଧାନ ଓ ସେହିପରି ଅନ୍ୟାନ୍ୟ ଜରୁରୀ ଆଇନ ଉପରେ ପ୍ରସଙ୍ଗ ସବୁ ଗଢ଼ି ଓଡ଼ିଆ ଉଇକିପିଡ଼ିଆରେ ଆଇନ ସଙ୍କ୍ରାନ୍ତୀୟ ଲେଖାର ଅଭାବ ପୂରଣ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ଅଟେ ।

କିପରି ଏଥିରେ ଭାଗନେବେ[ସମ୍ପାଦନା]

ଭାଗ ନେବାପାଇଁ ଏଠାରେ ନିଜ ନାମ ଯୋଡନ୍ତୁ ।

ଆଗ୍ରହୀ ଉଇକିଆଳି[ସମ୍ପାଦନା]

ପ୍ରସଙ୍ଗ ତାଲିକା[ସମ୍ପାଦନା]

ପ୍ରକ୍ରିୟା[ସମ୍ପାଦନା]

  1. ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
  2. ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
  3. ଦରକାରୀ ଚିତ୍ର ଯୋଡ଼ନ୍ତୁ ।
  4. ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
  5. ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
  6. ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।