ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଭାରତୀୟ ଆଇନ
ଦେଖଣା
ପ୍ରକଳ୍ପର ଲକ୍ଷ୍ୟ
[ସମ୍ପାଦନା]ଦେଶର ଆଇନ ବିଷୟରେ ସାଧାରଣ ଜ୍ଞାନ ସବୁ ନାଗରିକଙ୍କ ପାଇଁ ନିହାତି ଆବଶ୍ୟକ । ଭାରତୀୟ ସମ୍ବିଧାନ ଓ ସେହିପରି ଅନ୍ୟାନ୍ୟ ଜରୁରୀ ଆଇନ ଉପରେ ପ୍ରସଙ୍ଗ ସବୁ ଗଢ଼ି ଓଡ଼ିଆ ଉଇକିପିଡ଼ିଆରେ ଆଇନ ସଙ୍କ୍ରାନ୍ତୀୟ ଲେଖାର ଅଭାବ ପୂରଣ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ଅଟେ ।
କିପରି ଏଥିରେ ଭାଗନେବେ
[ସମ୍ପାଦନା]ଭାଗ ନେବାପାଇଁ ଏଠାରେ ନିଜ ନାମ ଯୋଡନ୍ତୁ ।
ଆଗ୍ରହୀ ଉଇକିଆଳି
[ସମ୍ପାଦନା]ପ୍ରସଙ୍ଗ ତାଲିକା
[ସମ୍ପାଦନା]- ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଅଧିନିୟମ, ୨୦୦୫
- ଅନୁସୂଚିତ ଜାତି ଓ ଉପଜାତି (ଶୋଷଣ ବିରୋଧୀ) ଅଧିନିୟମ, ୧୯୮୯
- କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩
- ଭାରତୀୟ ସମ୍ବିଧାନ (ସଂଶୋଧନ)
- ଭାରତୀୟ ଦଣ୍ଡ ସଂହିତା,୧୮୬୦
- ଫୌଜଦାରୀ କାର୍ଯ୍ୟବିଧୀ ସଂହିତା, ୧୯୭୩
- ଫୌଜଦାରୀ ଆଇନ (ସଂଶୋଧନ) ଅଧିନିୟମ, ୨୦୧୩
- ଭାରତୀୟ ସାକ୍ଷ୍ୟ ଅଧିନିୟମ, ୧୮୭୨
- ମୁକ୍ତ ଓ ଅନିବାର୍ଯ୍ୟ ଶିକ୍ଷାଧିକାର ଅଧିନିୟମ, ୨୦୦୯
- ଆଧାର ( ଲକ୍ଷ୍ୟକୃତ ଆର୍ଥିକ ଓ ଅନ୍ୟାନ୍ୟ ରିହାତି, ସୁବିଧା ଓ ସେବାର ଯୋଗାଣ)ଅଧିନିୟମ, ୨୦୧୬
- ଆୟକର ଅଧିନିୟମ, ୨୦୧୬
- ସମ୍ପତି ସ୍ଥାନାନ୍ତରଣ ଅଧିନିୟମ, ୨୦୧୬
- ଭାରତୀୟ ଚୁକ୍ତି ଅଧିନିୟମ, ୧୮୭୨
- ସ୍ଵତନ୍ତ୍ର ବିବାହ ଅଧିନିୟମ, ୧୯୫୪
- ହିନ୍ଦୁ ବିବାହ ଅଧିନିୟମ, ୧୯୫୫
- ସତୀ ପ୍ରଥା ନିଷେଧ ଅଧିନିୟମ, ୧୯୮୭
- ଭାରତୀୟ ଆଇନରେ ବ୍ୟଭିଚାର
- ପାରିବାରିକ ଅଦାଲତ ଅଧିନିୟମ, ୧୯୮୪
- ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର
- କେଶବାନନ୍ଦ ଭାରତୀ ବନାମ କେରଳ ସରକାର
- ଆର୍ଯ୍ୟ ବିବାହ ବୈଧିକରଣ ଅଧିନିୟମ, ୧୯୩୭
- ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଅଧିନିୟମ, ୨୦୧୭
- ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬
- ଜମି ଅଧିଗ୍ରହଣ ଅଧିନିୟମ, ୧୮୯୪
- ଧନକର ଅଧିନିୟମ, ୧୯୫୭
- ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧
- ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬
- ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬
- ମକଦ୍ଦମା ମୂଲ୍ୟାଙ୍କନ ଅଧିନିୟମ, ୧୮୮୭
- ଶପଥ ଅଧିନିୟମ,୧୯୬୯
- ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫
- ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬
- ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨
- ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬
- ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ
ପ୍ରକ୍ରିୟା
[ସମ୍ପାଦନା]- ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
- ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
- ଦରକାରୀ ଚିତ୍ର ଯୋଡ଼ନ୍ତୁ ।
- ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
- ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
- ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।