ଉଇକିପିଡ଼ିଆ:ଉଇକିଡ଼ାଟା କର୍ମଶାଳା

ଉଇକିପିଡ଼ିଆ‌ରୁ


ସାରକଥା[ସମ୍ପାଦନା]

ଏହି ଉଇକିଡ଼ାଟା କର୍ମଶାଳାଟି ଉଇକିପିଡ଼ିଆ କିମ୍ବା ଉଇକିଡ଼ାଟାରେ ଅବଦାନ କରୁଥିବା, କିମ୍ବା କରିବାକୁ ଚାହୁଁଥିବା ଉଇକିଆଳି ମାନଙ୍କ ପାଇଁ । ଉଇକିଡ଼ାଟା ଓ ଉଇକିଡ଼ାଟାର ବିଭୁନ୍ନ ପ୍ରକଳ୍ପ ବାବଦରେ ଆଲୋଚନା ଓ ଏଥିରେ କିପରି ଯୋଗଦାନ କରିବେ, ତାହା ଜଣେଇବା ପାଇଁ ଏହି କର୍ମଶାଳାଟି କରାଯୌଛି । ଏହି କର୍ମଶାଳାରେ ଆସାଫମୃତ୍ୟୁଞ୍ଜୟ ଭାଇ ଉଇକିଡ଼ାଟା ଓ ଉଇକିଡ଼ାଟା SQL ବିଷୟରେ ଜଣେଇବେ । ଆସାଫଙ୍କର ଭାରତରେ କରୁଥିବା ଉଇକିଡ଼ାଟା କର୍ମଶାଳା ମଧ୍ୟରୁ ଏହା ଏକ ।

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: :

  • ବୁଧବାର, ୧୩-ସେପ୍ଟେମ୍ବର-୨୦୧୭ ସକାଳ ୧୧:୦୦ ଟା IST
  • ଗୁରୁବାର, ୧୪-ସେପ୍ଟେମ୍ବର-୨୦୧୭ ସକାଳ ୧୧:୦୦ ଟା IST


ସ୍ଥାନ :
କିଟ ବିଶ୍ୱବିଦ୍ୟାଳୟ

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଉଇକିଡ଼ାଟା ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଆସି ଏହି କର୍ମଶାଳାରେ ଯୋଗଦାନ କରିପାରିବେ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ । ଯଦି କର୍ମଶାଳା ଯୋଗଦେବା ପାଇଁ କିଛି ଆର୍ଥିକ ସ‌ହାୟତା ଦରକାର ତେବେ ନିଜ ନାମ ସ‌ହ ଲେଖନ୍ତୁ ।

ଭିଡ଼ିଓ[ସମ୍ପାଦନା]

ଭାଗ ନେବା ପାଇଁ ଇଚ୍ଚୁକ[ସମ୍ପାଦନା]

  1. -Bhavesh ମୁ ଏ ଉଇକିଡାଟା କର୍ମଶାଳା ରେ ଯୋଗ ଦେବାକୁ ଇଚ୍ଚୁକ।
  2. -ଶୈଳେଶ (କିଛି ପଚାରିବେ?) ୧୨:୨୯, ୨୮ ଅଗଷ୍ଟ ୨୦୧୭ (IST)[reply]
  3. --Aliva Sahoo (ମୋ ଆଲୋଚନା) ୧୫:୫୭, ୨୮ ଅଗଷ୍ଟ ୨୦୧୭ (IST)[reply]
  4. -ନିହାର ମୁ ଏ ଉଇକିଡାଟା କର୍ମଶାଳା ରେ ଯୋଗ ଦେବାକୁ ଇଚ୍ଚୁକ।
  5. --ଶ୍ରୀକାନ୍ତ କେଡିଆ (ମୋ ଆଲୋଚନା) ୦୩:୧୫, ୨୯ ଅଗଷ୍ଟ ୨୦୧୭ (IST)[reply]
  6. --ବିକାଶ ଓଝା (ମୋ ଆଲୋଚନା) ୧୩:୧୯, ୨୯ ଅଗଷ୍ଟ ୨୦୧୭ (IST)[reply]
  7. -- ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୧:୨୨, ୨୯ ଅଗଷ୍ଟ ୨୦୧୭ (IST)[reply]
  8. Chinmayee Mishra (ମୋ ଆଲୋଚନା) ୨୨:୨୯, ୨୯ ଅଗଷ୍ଟ ୨୦୧୭ (IST)[reply]
  9. --Subas Chandra Rout (ମୋ ଆଲୋଚନା) ୧୦:୪୭, ୩୧ ଅଗଷ୍ଟ ୨୦୧୭ (IST)[reply]
  10. --Adyasha1994 (ମୋ ଆଲୋଚନା) ୧୧:୨୯, ୪ ସେପ୍ଟେମ୍ବର ୨୦୧୭ (IST)[reply]
  11. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୨୧, ୭ ସେପ୍ଟେମ୍ବର ୨୦୧୭ (IST)[reply]

ଶୁଭେଚ୍ଛା (Best wishes)[ସମ୍ପାଦନା]